www.samajalive.in
Saturday, December 6, 2025
19.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନୂଆଁଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି ..  ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା… ୪୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପ୍ରାୟ ୮୦୦ କୋଟି ଟଙ୍କା ବଣ୍ଟନ କରିବେ ରାଜ୍ୟ ସରକାର… ଏଥିପାଇଁ ପ୍ରସ୍ତୁତି  କୃଷି ବିଭାଗ…‘କାଳିଆ’ ସହାୟତା ବାବଦକୁ ଖର୍ଚ୍ଚହେବ ୧୮୭୪ କୋଟି…

ଭୁବନେଶ୍ୱର : ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି .. ୬ଟି ସହରର ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ ..୩୫.୮ ଡିଗ୍ରୀ ସହ ଚାନ୍ଦବାଲି ସବୁଠାରୁ ଉତ୍ତପ୍ତ ସହର .. ଆହୁରି ୪ ରୁ ୫ ଦିନ ରହିବ ଦୁର୍ବଳ ମୌସୁମୀର ପ୍ରଭାବ .. ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

- Advertisement -

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୩୨ କରୋନା ସଂକ୍ରମିତ ଚିହ୍ନଟ ; ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୮,ସଙ୍ଗରୋଧରୁ ୧୩୬,ସ୍ଥାନୀୟ ୯୬ ; ଆଉ ୧ ହଜାର ୯୮୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ..

ନୂଆଦିଲ୍ଲୀ : ଦେଶରେ ହ୍ରାସ ଦୈନିକ ସଂକ୍ରମଣ.. ଚିହ୍ନଟ ହେଲେ ୫,୪୩୯ ନୂଆ ଆକ୍ରାନ୍ତ.. ୨୪ ଘଣ୍ଟାରେ ୨୨,୦୩୧ ଆକ୍ରାନ୍ତ ସୁସ୍ଥ..୬୫,୭୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ .. ଦୈନିକ ସଂକ୍ରମଣ ହାର ୧.୭୦%

ଦିଲ୍ଲୀରେ ରାଜନୀତିର ତାତି… ବିଧାନସଭା ପରିସରରେ କଟିଲା ସାରାରାତି… ଧାରଣାରେ ବସିଲେ ଆପ୍‌ ଓ ବିଜେପି…  ରାଜ୍ୟପାଳଙ୍କ ବିରୋଧରେ ଆପ୍‌ ଆଣିଲା ମନିଲଣ୍ଡରିଂ ଅଭିଯୋଗ… ସେପଟେ ବିଜେପି ବି ମନୀଷ ସିସୋଦିଆଙ୍କୁ ବହିଷ୍କାର ଦାବିରେ ଦେଲା ଧାରଣା…

ମହାରାଷ୍ଟ୍ରରେ ଚିନ୍ତା ବଢ଼ାଉଛି ସ୍ୱାଇନ୍‌ ଫ୍ଲୁ… ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି ଆକ୍ରାନ୍ତଙ୍କ ସଂଖ୍ୟା… ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ ୨୮ ତାରିଖ ମଧ୍ୟରେ ଚିହ୍ନଟ ହେଲେଣି ୨,୩୩୭ଜଣ … ୯୮ ଜଣଙ୍କ ଜୀବନ ନେଲାଣି ଭୂତାଣୁ… ରିପୋର୍ଟ ଦେଲା ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ…

ଦୀପାବଳିରେ ଆରମ୍ଭ ହେବ ୫-ଜି ସେବା… ପ୍ରଥମେ ମେଟ୍ରୋ ସହରରେ ସେବା ଆରମ୍ଭ କରିବେ ଅମ୍ବାନୀ… ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ଓ କୋଲକତାରେ ଜିଓ ଯୋଗାଇବ ୫-ଜି ସେବା…  ବାର୍ଷିକ ସାଧାରଣ ବୈଠକରେ ଘୋଷଣା କଲେ ମୁକେଶ ଅମ୍ବାନୀ… ସାରା ଦେଶରେ ୨୦୨୩ ଡିସେମ୍ବର ସୁଦ୍ଧା ମିଳିବ ସୁବିଧା…

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories