bjd gruha runa banner

ଆଇଏନଏସ ରଣବୀରରେ ବିସ୍ଫୋରଣ, ୩ଜଣ ସହିଦ

mission shakti banner

ମୁମ୍ବାଇ: ନୌସେନାର ଡକୟାର୍ଡରେ ବିସ୍ଫୋରଣ ଘଟିଛି। ଡକୟାର୍ଡରେ ଥିବା ଆଇଏନଏସ ରଣବୀରରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ୩ଜଣ ଯବାନ ସହିଦ ହୋଇଥିବାବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ନୌସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି।

Comments are closed.