ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲରୁ ୧୬ଜଣ କଏଦୀ ମୁକୁଳିବେ। ଏଥିନେଇ ରାଜ୍ୟ ସରକାରଙ୍କ ନିର୍ଦେଶ ଦେଇଛନ୍ତି। ରାଜ୍ୟ ଦଣ୍ଡ ସମୀକ୍ଷା କମିଟିର ସୁପାରିଶ କ୍ରମେ ରାଜ୍ୟର ବିଭିନ୍ନ ଜେଲରେ ଥିବା ୧୬ଜଣ କଏଦୀ ମୁକୁଳିବେ ବୋଲି ସୂଚନା ଦିଆଯାଇଛି। ୧୬ କଏଦୀଙ୍କ ମଧ୍ୟରୁ ୩ଜଣ ଭାଇଜାଗରେ ଅଛନ୍ତି ବୋଲି ଜଣାପଡ଼ିଛି।
Popular Categories



