* ତିନି ଦିନିଆ ଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ…ସିଧାସଳଖ ଲୋକସେବା ଭବନ ଆସି ସରକାରୀ କାର୍ଯ୍ୟ କଲେ ମୋହନ ମାଝୀ…
* କଟକ ମଧୁପାଟଣାରେ ଅଭାବନୀୟ ଘଟଣା…ଲିଫ୍ଟ ଦେବାକୁ କହି ଅପହରଣ କରିବା ଅଭିଯୋଗରେ ଅଭିଯୁକ୍ତ ଗିରଫ…
* ଯାଜପୁର ଜିଲା କୁଜହାଲା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା…ଚାରି ଯୁବକଙ୍କ ଉପରେ ମାଡ଼ିଗଲା ଘରୋଇ ବସ, ଡ୍ରାଇଭର ଫେରାର୍..
* ଉତ୍ତରାଖଣ୍ଡରେ ନଦୀରେ ଖସିପଡିଲା କାର…୩ ଶିକ୍ଷକ ମୃତ, ଜଣେ ଆହତ….
* ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା… ସ୍ପଷ୍ଟ ଚିହ୍ନଟ ସ୍ଥାନରେ ପରିଣତ ହେଲା ଲଘୁଚାପ..
* ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ: ଘରେ ରହି କାମ କରିବାକୁ ଏମ୍ସର ପରାମର୍ଶ…



