www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମୌସୁମୀ ପ୍ରବାହ ସକ୍ରିୟ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା..

ଗତ ୨୪ ଘଣ୍ଟାରେ କୋରାପୁଟର ସିମିଳିଗୁଡାରେ ସର୍ବାଧିକ ବର୍ଷା ରେକର୍ଡ..

- Advertisement -

ସିମିଳିଗୁଡାରେ ୨୪ ଘଣ୍ଟାରେ ସର୍ବାଧିକ ୧୫୮ ମିିମି ବର୍ଷା ରେକର୍ଡ..

ରାଜ୍ୟର ଅନ୍ୟ ୯ଟି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ..

ଭବାନୀପାଟଣା : କେସିଙ୍ଗା ଷ୍ଟେସନ ନିକଟରେ ଯୁବକଙ୍କୁ ଛୁରାମାଡ..

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼ ସହ ସଂଘବଦ୍ଧ ଆକ୍ରମଣ..

ଛୁରାମାଡ କରିଥିବା କେସିଙ୍ଗା ଗାଁର ୩ ଯୁବକ ଥାନାରେ ଅଟକ..

ବାଲୁଗାଁ ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ..

ଅବକାରୀ ଏଏସଆଇ ସୁଦୀପ୍ତ ଦାଶଙ୍କ ଘରେ ଚଢାଉ..

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ..

ଭୁବନେଶ୍ୱରରେ ଆଜି ମାଗଣାରେ ଇ-ବସ୍‌‌ ଓ ଇ-ରିକ୍ସା ସେବା..

କ୍ରୁଟ୍‌‌ର ଇ-ବସ୍‌‌ ଓ ଇ-ରିକ୍ସାରେ ମାଗଣା ଯାତ୍ରା କରିପାରିବେ ଯାତ୍ରୀ..

ବାରିପଦା : ରେଳ ଧାରଣା ଉପରେ ଭାଙ୍ଗି ପଡିଗଲା ଶାଳ ଗଛ..

ବେତନଟୀ ଷ୍ଟେସନ ନିକଟ ଟ୍ରାକ୍‌‌ ଉପରେ ପଡିଗଲା ଶାଳ ଗଛ..

ଶାଳ ଗଛ ପଡିଯିବାରୁ ବିଦ୍ୟୁତ ତାର ମଧ୍ୟ ଛିଡିପଡିଲା..

ଟ୍ରେନ ଚାଳାଚଳ ପ୍ରଭାବିତ..

ଅଟକିଛି ବାଲେଶ୍ୱର-ବାଙ୍ଗିରିପୋଷି ଡିଏମୟୁ..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories