ସ୍ଥଳଭାଗ ମୁହାଁ ଭୀଷଣ ବାତ୍ୟା ମିଗଜୋମ୍..ଆଗାମୀ ୪ ଘଣ୍ଟାରେ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ ମିଗଜୋମ୍..
ପ୍ରଥମାଷ୍ଟମୀ : ଘରେ ଘରେ ଏଣ୍ଡୁରି ପିଠାର ଆସର..
ପ୍ରଥମାଷ୍ଟମୀରେ ମଧ୍ୟାହ୍ନ ଧୂପ ପରେ ପଢୁଆଁ ହେବେ ମହାପ୍ରଭୁ..
ଭୁବନେଶ୍ୱର : ଯୁବତୀଙ୍କ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର..
ଶିଶୁପାଳଗଡ ନିକଟ ଏକ ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର..
ପୁଲିସ ତଦନ୍ତ ଆରମ୍ଭ..
ଆଜି ସରିବ କଟକ ଐତିହାସିକ ବାଲିଯାତ୍ରା.
ବାତ୍ୟା ମିଗଜୋମ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା..
ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲାରେ ଡିସେମ୍ବର ୬ରେ ସମସ୍ତ ସ୍କୁଲ ଛୁଟି..



