www.samajalive.in
Tuesday, December 9, 2025
17.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନର ଅଷ୍ଟମ ଦିନ..

ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା , ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା..

- Advertisement -

ଆଜିଠୁ ୩୧ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା..

ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଏବଂ ରାୟଗଡା ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ..

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା..

ଆଗାମୀ ୩ ଘଣ୍ଟା ଭୁବନେଶ୍ୱରରେ ପ୍ରବଳ ବର୍ଷିବ; ଅରେଞ୍ଜ ୱାର୍ଣ୍ଣିଂ ଜାରି..

ଆଜି ଏକାଦଶୀରେ ହେଉଛି ଅତ୍ୟନ୍ତ ଶୁଭ ସଂଯୋଗ; ଏହି ୫ ରାଶିଙ୍କ ଚମକିବ ଭାଗ୍ୟ, ହେବ ବଡ ଲାଭ..

ଆଜି ଜାତୀୟ କ୍ରୀଡା ଦିବସ: ହକି ଲିଜେଣ୍ଟ ମେଜର ଧ୍ୟାନଚାନ୍ଦଙ୍କର ଜନ୍ମ ଦିବସରେ ତାଙ୍କ ଅବଦାନକୁ ମନେ ପକାଉଛି ସାରା ଦେଶ..

୧୯୯୫ ମସିହାଠାରୁ ପ୍ରତ୍ୟେକ ବର୍ଷ ପାଳନ ହେଉଛି କ୍ରୀଡା ଦିବସ, ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ..

କାମାକ୍ଷାନଗର ପରଜଙ୍ଗ ଥାନା ଏନଏଚ୍ ୫୩ ବାରିହାପୁର ଛକ ନିକଟରେ ଅଘଟଣ..

ଗୋରୁଙ୍କ ଉପରେ ଚଢିଗଲା ବସ୍, ୧୬ ମୃତ, ଭୁବନେଶ୍ଵରରୁ ରାଉରକେଲା ଯାଉଥିଲା ଘରୋଇ ବସ୍..

ଗୁଜରାଟରେ ପ୍ରବଳ ବର୍ଷା ପରେ ବନ୍ୟା: ଦୁଇ ଦିନରେ ୨୯ ଜଣଙ୍କ ମୃତ୍ୟୁ..

୧୮ ହଜାର ଲୋକ ସୁରକ୍ଷିତ ଉଦ୍ଧାର, ଦ୍ଵାରିକା, ଆନନ୍ଦ, ବରୋଦା , ରାଜକୋଟ ଜିଲ୍ଲା ଅଧି୍କ ପ୍ରଭାବିତ, ଶୁକ୍ରବାର ଯାଏଁ ଅତି ପ୍ରବଳ ବର୍ଷା ନେଇ ଆଇଏମଡିର ସତର୍କତା..

ପୁଣି ସାଲିଆ ସାହିରେ ବୁଲିଲା ବୁଲଡୋଜର..

ଦେଖନ୍ତୁ ଭିଡିଓ; ସାମ୍ନାରୁ ଆସୁଥିଲା ମାଲଗାଡି, ରେଳ ଧାରଣା ପାର୍‌ କରୁଥିଲେ ମହିଳା, ହେଲେ..

ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ..

ଇଡକୋ ଓ ନୀଳଚକ୍ରନଗରରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ, ବିପୁଳ ପରିମାଣର ପୋଚ ଜବତ କରିବା ସହ ନଷ୍ଟ..

ରାଜଧାନୀରେ ପୁଣି ଗଡିଲା ମୁଣ୍ଡ: ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା ଗଲା ପାଗଳ ପ୍ରେମୀ..

ଖଣ୍ଡଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଅଘଟଣ, ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ , ଅଭିଯୁକ୍ତ ଅଟକ..

ଜାମ୍ମୁ-କାଶ୍ମୀରର କୁପଓ୍ବାଡା ଜିଲାର ଏଲଓସି ନିକଟରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିନିବିନିମୟ..

୩ ଆତଙ୍କୀ ନିହତ..

ନନ୍ଦନକାନନରେ ନୂଆ ଅତିଥି..

୪ଟି ଶାବକ ଜନ୍ମ ଦେଲା ସିଂହୀ ବିଜଲୀ..

ନନ୍ଦନକାନନରେ ସିଂହ ସଂଖ୍ୟା ୨୬କୁ ବୃଦ୍ଧି..

ସିସିଟିଭି ନଜରରେ ମା ଓ ଶାବକ..

ଖଣ୍ଡଗିରି ଜଗନ୍ନାଥନଗରରେ ଯୁବକଙ୍କୁ ବୀଭତ୍ସ ହତ୍ୟାକାଣ୍ଡ..

ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ଓ ସାଇଣ୍ଟିଫିକ୍‌‌ ଟିମ୍‌‌ ପହଞ୍ଚି ତଦନ୍ତ କରୁଛନ୍ତି..

ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ..

ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା..

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories