ଦେଖନ୍ତୁ ଭିଡିଓ; ସାମ୍ନାରୁ ଆସୁଥିଲା ମାଲଗାଡି, ରେଳ ଧାରଣା ପାର୍‌ କରୁଥିଲେ ମହିଳା, ହେଲେ..

ମୁମ୍ବଇ : ମହାରାଷ୍ଟ୍ରର ଜଲଗାଓଁ ରେଳ ଷ୍ଟେସନରେ ଏକ ଛାତିଥରା ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ରେଳ ଧାରଣା ପାର୍‌ କରିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ସେ ପ୍ଲାଟଫର୍ମରେ ଚଢିବା ପୂର୍ବରୁ ହିଁ ମାଲଗାଡି ଆସି ଯାଉଛି । ସୌଭାଗ୍ୟବଶତଃ ସେଠାରେ ଥିବା ରେଲୱେ ପୁଲିସଙ୍କ ତୁରନ୍ତ ଉଦ୍ଧାର ହେତୁ ମହିଳାଙ୍କ ଜୀବନ ବଞ୍ଚି ଯାଉଛି । ଏହା କୌଣସି ଚମତ୍କାର ଠାରୁ କମ୍‌ ନୁହେଁ । ସମ୍ପୂର୍ଣ୍ଣ ଘଟଣା … Continue reading ଦେଖନ୍ତୁ ଭିଡିଓ; ସାମ୍ନାରୁ ଆସୁଥିଲା ମାଲଗାଡି, ରେଳ ଧାରଣା ପାର୍‌ କରୁଥିଲେ ମହିଳା, ହେଲେ..