ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏଫବିଆଇର ସହାୟତା ମାଗିଥିବା ଜଣାଇଲେ..ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇର ସହାୟତା ଲୋଡା ଯାଇଛି..
ଭୁବନେଶ୍ୱର : ବିଧାନସଭାରେ ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ.. ଅପରାହ୍ନ ୪ଟା ଯାଏଁ ଗୃହ ମୁଲବତି
ବାଲେଶ୍ୱର ସୋର ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଆଉ ୫ ଜଣ ଅନ୍ତେବାସୀ ଅସୁସ୍ଥ, ଅସୁସ୍ଥଙ୍କ ସଂଖ୍ୟା ୧୭କୁ ବୃଦ୍ଧି..
ବାମରା ଷ୍ଟେସନ୍ରେ ଏକ୍ସପ୍ରେସ୍ ରହଣି ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ରେଳ ରୋକ..
୨୫ ତାରିଖରେ ନିଜ ଠାରୁ ୨୦ ବର୍ଷର ସାନ ଯୁବତୀଙ୍କୁ ଦ୍ଵିତୀୟ ବିବାହ କରିବେ ବିଧାୟକ ଦିବ୍ୟଶଙ୍କର..
ଆଇଆଇସି ରାକେଶ ତ୍ରିପାଠୀଙ୍କ ଦୁର୍ବ୍ୟବହାର ଯୋଗୁ ଚାକିରିରୁ ଅବସର ଆବେଦନ କଲେ ଧର୍ମଶାଳା ସବଇନ୍ସପେକ୍ଟର ରାଧାନାଥ ଦାଶ, ଯାଜପୁର ଏସପିଙ୍କୁ ଆବେଦନ..
କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, କୌଣସି ମନ୍ଦିର ପରିଚାଳନା କମିଟିରେ ରହିପାରିବେନି ରାଜନୈତିକ ଦଳର ପ୍ରତିନିଧି..
ଆଇଏସଏସଏଫ ବିଶ୍ବକପ୍ର ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତର ରୁଦ୍ରାଂଶ ପାଟିଲଙ୍କୁ ସ୍ବର୍ଣ୍ଣ ପଦକ..



