www.samajalive.in
Thursday, December 11, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଆଷାଢ ଶୁକ୍ଲପକ୍ଷ ଦ୍ୱିତୀୟା ତିଥି, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା..

ଶ୍ରୀ କ୍ଷେତ୍ର ପୁରୀରେ ଜନସମୁଦ୍ର.. ହରିବୋଲ , ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର..

- Advertisement -

ରଥ, ପଥ, ଭକ୍ତ ଓ ପ୍ରଶାସନ ସମସ୍ତେ ପ୍ରସ୍ତୁତ, ରଥଗୁଡ଼ିକୁ ଆକର୍ଷଣୀୟ ଫୁଲରେ ସଜ୍ଜିତ କରାଯାଇଛି..

ପବିତ୍ର ରଥ ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ ବୋଲି ମୁଖ୍ୟମନ୍ତ୍ରୀ ଶୁଭ କାମନା କରିଛନ୍ତି..

ପବିତ୍ର ରଥ ଯାତ୍ରାର ହାର୍ଦ୍ଦିକ ଶୁଭକାମନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ..

ନନ୍ଦିଘୋଷରେ ରଥାରୁଢ ହେଲେ ମହାପ୍ରଭୁ ଜଗନ୍ନାଥ..

ରଥାରୁଢ ହୋଇଛନ୍ତି ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା..

ଧାଡି ପହଣ୍ଡିରେ ବିଜେ ହୋଇଛନ୍ତି କାଳିଆ ଠାକୁର..

ତାଳଧ୍ୱଜରେ ରଥାରୁଢ ହୋଇଛନ୍ତି ଶ୍ରୀବଳଭଦ୍ର..

ବାହାନଗା ଟ୍ରେନ୍‌‌ ଦୁର୍ଘଟଣାର ସିବିଆଇ ତଦନ୍ତ ଜାରି..

ସିଗ୍‌‌ନାଲ୍‌‌ ଜେଇଙ୍କୁ ତାଙ୍କ ସୋର ସ୍ଥିତ ଭଡାଘରକୁ ନେଲା ସିବିଆଇ..

ଜେଇଙ୍କୁ ସିବିଆଇର ପଚରାଉଚରା ସହ କରାଯାଉଛି ଛାନ୍‌‌ଭିନ୍‌‌..

ଭୁବନେଶ୍ୱର ଉପକଣ୍ଠରେ ପୁଣି ହାତୀ ଆତଙ୍କ..

ଶିଖରଚଣ୍ଡି ଗଣେଶ ବିହାରରେ ବ୍ୟାପକ ଭଙ୍ଗାରୁଜା..ଭରିପୁରରୁ ଆସି ଘରଦ୍ୱାର ଭାଙ୍ଗିଲେ ୩ ହାତୀ..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories