www.samajalive.in
Saturday, December 6, 2025
19.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍‍ .. ବର୍ତ୍ତମାନ ୨୪ଟି ଗେଟ୍‍ ଦେଇ ଚାଲିଛି ଜଳ ନିଷ୍କାସନ..

ବର୍ଷା ପାଇଁ ରାଜ୍ୟରେ ୪ ଜିଲାକୁ ରେଡ୍‍ ଓ ୧୨ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି.. କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜକୁ ରେଡ୍‍ ୱାର୍ଣ୍ଣିଂ .. କେନ୍ଦ୍ରାପଡା ,କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁରକୁ ୟେଲୋ ୱାର୍ଣ୍ଣିଂ ଜାରି

- Advertisement -

ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଅବପାତ ; ଉତ୍ତର ପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ, ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ, ୬ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ସମ୍ଭାବନା

ନୂଆପଡାରେ ପୁଣି ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ .. ଘରୁ ଯୁବକଙ୍କୁ ଉଠାଇ ନେଇ ହତ୍ୟା .. ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ ନୃଶଂସ ହତ୍ୟା ହୋଇଥିବା ନେଇ ସୂଚନା

ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୨.୨୭ ଫୁଟ୍‍ .. ଡ୍ୟାମକୁ ପ୍ରବେଶ କରୁଛି ୨ ଲକ୍ଷ ୯୩ ହଜାର ୨୫୫ କ୍ୟୁସେକ୍‍ ଜଳ, ନିଷ୍କାସିତ ହେଉଛି ୪ ଲକ୍ଷ ୭୫ ହଜାର ୭୨୧.. କ୍ୟୁସେକ୍‍ ଜଳ, ମୁଣ୍ଡଳିରେ ପାସ୍‍ କରୁଛି ୯ ଲକ୍ଷ ୫୬ ହଜାର ୬୦୮ କ୍ୟୁସେକ୍‍ ଜଳ

ଦେବଗଡ : ଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର .. କୁଣ୍ଢେଇଗୋଳା ଥାନା ଆଉଁଳି ଗାଁ ନିକଟ ଗଛରୁ ଉଦ୍ଧାର

ରାଜ୍ୟରେ ଆଉ ୩୮୫ ନୂଆ ସଂକ୍ରମିତ ଚିହ୍ନଟ .. ୧୮ ବର୍ଷରୁ କମ ୫୮ .. ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୪୫୪କୁ ବୃଦ୍ଧି

ବଣାଇ : ପେଟ୍ରୋଲ ପମ୍ପରେ ତେଲ ଅପମିଶ୍ରଣ ଅଭିଯୋଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢାଉ, ବିବାଦୀୟ ଅବକାରୀ ନୀତିକୁ ନେଇ ଚଢାଉ କରାଯାଉଥିବା ନେଇ ସୂଚନା

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories