ରୁଦ୍ରପୁର: ଉତ୍ତରାଖଣ୍ଡ ରୁଦ୍ରପୁରର ବିଜେପି ବିଧାୟକ ରାଜକୁମାର ଠକରାଲଙ୍କ ଦାଦାଗିରି ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ ହୋଇଛି। ଟ୍ରାଫିକ ନିୟମ ଅମାନ୍ୟ କରିଥିବା ଅଭିଯୋଗରେ ଦୁଇ ଯୁବକଙ୍କୁ ରୁଦ୍ରପୁର ପେଟ୍ରୋଲ ୟୁନିଟ ସବ-ଇନ୍ସପେକ୍ଟର ଅନୀତା ଗୋଏରୋଲଙ୍କୁ ବିଜେପି ବିଧାୟକ ଧମକ ଦେଉଥିବା ଭିଡିଓରେ ଦୃଶ୍ୟମାନ ହେଉଛି।
#WATCH Uttarakhand: Video of BJP MLA from Rudrapur Rajkumar Thukral goes viral. In the video the MLA is seen threatening Sub Inspector of City Patrol Unit Anita Gairola over detention of two people over traffic violations. (7.9.18) pic.twitter.com/2q2ADCU07G
— ANI (@ANI) September 9, 2018
ଉତ୍ତରାଖଣ୍ଡ ବିଜେପି ବିଧାୟକଙ୍କ ପୁଲିସ ଉପରେ ଦାଦାଗିରି
Popular Categories



