www.samajalive.in
Monday, December 8, 2025
13.1 C
Bhubaneswar

କେବେ ସ୍କୁଲ୍‍ ଯାଇ ନଥିବା ୧୨ ବର୍ଷୀୟ ବାଳିକା ଦେବେ ମାଟ୍ରିକ ପରୀକ୍ଷା

କଲକାତା: କଲକାତାର ସୈଫା ଖାତୁନ୍‍ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଦେବେ। ଉଲ୍ଲେଖନୀୟ ହେଲା ଖାତୁନ୍‍ ସ୍କୁଲ୍‍ରେ ନାମ ଲେଖାଇ ନାହାନ୍ତି କି ସେଠାରେ ପାଠ ପଢ଼ିନାହାନ୍ତି। ଘରେ ବସି ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ଆୟତ୍ତ କରିଛନ୍ତି। ପଶ୍ଚିମବଙ୍ଗରେ ମାଟ୍ରିକ ପରୀକ୍ଷା ପାଇଁ ସର୍ବନିମ୍ନ ବୟସ ସୀମା ୧୪ ବର୍ଷ ରହିଛି। କିନ୍ତୁ ଅଣଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଯୋଗ୍ୟତା ପର୍ଯ୍ୟାୟରେ ଖାତୁନ୍‍ କୃତକାର୍ଯ୍ୟ ହେବା ପରେ ତାଙ୍କୁ ପରୀକ୍ଷାରେ ବସିବା ପାଇଁ ଅନୁମତି ମିଳିଛି। ବୋର୍ଡ ଅଧ୍ୟକ୍ଷ କଲ୍ୟାଣମୟ ଗାଙ୍ଗୁଲିଙ୍କ କହିବା ଅନୁଯାୟୀ ଖାତୁନ୍‍ ଯୋଗ୍ୟତା ପରୀକ୍ଷାରେ ଯେତିକି ନମ୍ବର ଆଣିଛନ୍ତି ବିଗତ ଦୁଇ ଦଶନ୍ଧି ମଧ୍ୟରେ ତାହା ଏକ ରେକର୍ଡ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories