କଟକ: ଭାରସାମ୍ୟ ହରାଇ କାର ପିଟି ହୋଇଯିବାରୁ ପାଚେରି ଭାଙ୍ଗି ତଳକୁ ଖସି ଯାଇଛି। ଏପରି ଦୁର୍ଘଟଣା କଟକ କାଠଯୋଡି ରିଙ୍ଗ ବନ୍ଧ ନିକଟରେ ଥିବା ଉତ୍କଳ ହୁଣ୍ଡାଇ ସୋରୁମ ନିକଟରେ ଘଟିଛି। କାର ଚଳାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ କାରଟିକୁ ପାଚେରିରେ ପିଟି ଦେଇଥିଲେ। ଏଥିରେ କେହି ମୃତାହତ ହୋଇ ନଥିବା ଜଣା ପଡିଛି।
Popular Categories



