ଲୁଧିଆନା: ବିଦେଶରୁ ଯେଉଁମାନେ ଫେରିଛନ୍ତି ସେମାନେ ସରକାରଙ୍କୁ ସମ୍ପୂର୍ଣ୍ଣ ବିଦେଶ ଯାତ୍ରାର ବିବରଣୀ ଦେବାକୁ ବାଧ୍ୟ। ଯେଉଁମାନେ ଏ ସମ୍ପର୍କରେ ତଥ୍ୟ ଗୋପନ ରଖିବେ ସେମାନଙ୍କର ପାସପୋର୍ଟ ଜବତ ହେବ । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏ ସମ୍ପର୍କରେ ନିର୍ଦେଶନାମା ଜାରି କରିଛନ୍ତି ।
Popular Categories


