QNETIC – Mobile

ଟୁରିଷ୍ଟ୍ ବସରେ ଅଗ୍ନିକାଣ୍ଡ

0

ଭୁବନେଶ୍ୱର: ବାଣୀବିହାର ଅନ୍ତର୍ଗତ ସତ୍ସଙ୍ଗ ବିହାର ନିକଟରେ ଥିବା ଏକ ଟୁରିଷ୍ଟ୍ ବସରେ ନିଆଁ ଲାଗି ବସଟି ସମ୍ପୃର୍ଣ୍ଣ ଜଳି ଯାଇଛି । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବସରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି ।

Leave A Reply