www.samajalive.in
Wednesday, December 10, 2025
15.1 C
Bhubaneswar

ଗ୍ରାହକଙ୍କ ପାଇଁ ଖୁସୀ ଖବର : ବୁଧବାର ଠାରୁ ପୁଣି କାର୍ଯ୍ୟକାରୀ ହେବ ୟେସ୍ ବ୍ୟାଙ୍କ

ନୂଆଦିଲ୍ଲୀ : ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସୀ ଖବର। ଆସନ୍ତା ବୁଧବାର ଠାରୁ ୟେସ୍ ବ୍ୟାଙ୍କର ଗ୍ରାହକମାନେ ସାଧାରଣ କାରବାର ପୁଣି ଥରେ ଆରମ୍ଭ କରିପାରିବେ। ଏନେଇ ୟେସ୍ ବ୍ୟାଙ୍କ ପକ୍ଷରୁ ଟ୍ବୁଟ୍ କରି ସୂଚନା ଦିଆଯାଇଛି।


ଟ୍ବୁଟ୍ ରେ ଲେଖାଯାଇଛି ଯେ, ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟା ୬ଟା ପରେ ଗ୍ରାହକମାନେ ୟେସ୍ ବ୍ୟାଙ୍କ ଆକାଉଣ୍ଟରୁ ସାଧାରଣ କାରବାର କରିପାରିବେ। ୟେସ୍ ବ୍ୟାଙ୍କର ସମସ୍ତ ୧,୧୩୨ଟି ଶାଖାରେ ଗ୍ରାହକମାନେ କାରବାର କରି ପାରିବେ। ସୂଚନାଯୋଗ୍ୟ, ଗତ ସପ୍ତାହରେ ସରକାର ୟେସ୍ ବ୍ୟାଙ୍କର ପୁର୍ନଗଠନ ଯୋଜନା ବିଷୟରେ ସୂଚନା ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories