www.samajalive.in
Sunday, December 7, 2025
23.1 C
Bhubaneswar

ହକି ବିଶ୍ୱକପ ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର : ଚକ୍‍ ଦେ ଇଣ୍ଡିଆ…. ଚକ୍‍ ଦେ ଇଣ୍ଡିଆ ଗୀତରେ କମ୍ପିଲା କଳିଙ୍ଗ ଷ୍ଟାଡ଼ିୟମ। ବଲିଉଡ୍‍ ଓ ଓଲିଉଡ୍‍ କଳାକାରଙ୍କ ସଙ୍ଗୀତର ତାଳେତାଳେ ଉନ୍ମୋଚିତ ହୋଇଯାଇଛି ଚତୁର୍ଦଶତମ ପୁରୁଷ ହକି ବିଶ୍ୱକପ ଟ୍ରଫି। ସୋମବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ହକି ବିଶ୍ୱକପ ଟ୍ରଫି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ହକି ବିଶ୍ୱକପକୁ ଅଧିକରୁ ଅଧିକ ଲୋକପ୍ରିୟତା କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହକିକୁ ନେଇ ନିର୍ମିତ ହୋଇଥିବା ଚକ୍‍ ଦେ ଇଣ୍ଡିଆ ଚଳଚିତ୍ରର ଟାଇଟଲ ସଙ୍ଗୀତ ସୁଖିନ୍ଦର ସିଂହ ଓ ତାଙ୍କ ଟିମ୍‍ ପରିବେଷଣ କରିଥିଲେ। ସୁଖବିନ୍ଦରଙ୍କ ସଙ୍ଗୀତ ହକି ବିଶ୍ୱକପ ପୂର୍ବରୁ ଭାରତୀୟ ଖେଳାଳି ଓ ହକିପ୍ରେମୀଙ୍କୁ ବେଶ ଉତ୍ସାହିତ କରିଛି।

ବିଶ୍ବକପ୍ ଟ୍ରଫି ଉନ୍ମୋଚନ ଉତ୍ସବରେ ସଂଗୀତ ପରିବେଷଣ କରୁଛନ୍ତି ସୁଖବିନ୍ଦର ସିଂହ

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories