www.samajalive.in
Thursday, December 11, 2025
16.1 C
Bhubaneswar

ଶୀତଦିନେ ନିଶ୍ଚୟ ପିଅନ୍ତୁ ଏହି ପାନୀୟ

ଆରମ୍ଭ ହେଲାଣି ଶୀତ । ଏହିଦିନରେ ଖୁବ ଶୀଘ୍ର ଥଣ୍ଡା, ଜ୍ୱର କାଶ ଆଦି ହୋଇଥାଏ । ଏହାସହ ଏହି ଦିନେ କିଛି ସ୍ୱତନ୍ତ୍ର ପାନୀୟ ପିଇବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ଜାଣନ୍ତୁ..
ଶୀତଦିନେ ନିୟମିତ ଅଳ୍ପ କିଛି ତୁଳସୀ ପତ୍ରକୁ ହାଲକା ଉଷୁମ ପାଣିରେ ପକାଇ ପିଅନ୍ତୁ ।
ଶୀତଦିନେ ବିଟ୍‌ ଜୁସ୍‌ ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ପୋଷକ ତତ୍ତ୍ୱ ମିଳିବା ସହ ରକ୍ତର ଅଭାବ ଦୂର ହୋଇଥାଏ । ଶରୀର ସୁସ୍ଥ ରହିଥାଏ ।
ଶୀତଦିନେ ଅଦା ମିଶ୍ରିତ ଚା’ କିମ୍ବା ଉଷୁମ ପାଣିରେ ଅଦା ସିଝାଇ ପିଅନ୍ତୁ ।
ଶୀତଦିନେ ଟମାଟୋ ଜୁସ୍‌ କିମ୍ବା ସୁପ୍‌ ନିଶ୍ଚୟ ପିଅନ୍ତୁ ।
ଶୀତଦିନେ ହଳଦୀ ମିଶ୍ରିତ କ୍ଷୀର ନିଶ୍ଚୟ ପିଅନ୍ତୁ । ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ ।
ହାଲକା ଉଷୁମ ପାଣିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ ।
ଅଁଳା ଜୁସ୍‌ ମଧ୍ୟ ପିଇପାରିବେ ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories