ଭୁବନେଶ୍ବର : କରୋନା ସଂପର୍କରେ ସରକାରଙ୍କ ପଦକ୍ଷେପ ବିଷୟରେ ଜନସାଧାରଣ ତୁରନ୍ତ ସୂଚନା ପାଇବା ପାଇଁ ସରକାର ହ୍ବାଟସଆପ ଇନଫୋଡେକ୍ସର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନଫୋଡେକ୍ସ-୯୩୩୭୯୨୯୦୦୦ର ଶୁଭାରମ୍ଭ କରିଛନ୍ତି। କରୋନା ପଦକ୍ଷେପ ସମ୍ପର୍କିତ ସୂଚନା ପାଇଁ http://t.co/cHuShnv3lhରେ hii ଟାଇପ କରି ପଠାଇବା କିମ୍ବା କ୍ଲିକ କରିବା ପାଇଁ ସମସ୍ତଙ୍କୁ କୁହାଯାଇଛି।
Popular Categories



