www.samajalive.in
Sunday, December 7, 2025
23.1 C
Bhubaneswar

ବିଶ୍ୱ କୁସ୍ତି ଚାମ୍ପିଅନ୍‍ସିପ୍‍ରୁ ବାଦ୍‍ ପଡ଼ିଲେ ବିନେଶ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନ୍‍ସିପ୍‍ରୁ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଏସିଆନ୍ ଗେମ୍ସର ଗୋଲ୍ଡ ମେଡାଲିଷ୍ଟ କୁସ୍ତିଯୋଦ୍ଧା ବିନେଶ ଫୋଗାଟ୍ ଆହତ ହୋଇଥିବା କାରଣରୁ ଏଥିରୁ ଆଉଟ୍ ହୋଇଯାଇଛନ୍ତି। ୫୦ କେଜି ବର୍ଗରେ ଭାଗ ନେବାକୁ ଯାଉଥିବା ବିନେଶଙ୍କୁ ଏହି ଚାମ୍ପିଅନସିପରେ ମେଡାଲିଷ୍ଟ ଭାବେ ଦେଖା ଯାଉଥିଲା।
ଲକ୍ଷ୍ନୌରେ ଅଭ୍ୟାସ ବେଳେ ବିନେଶଙ୍କ କହୁଣୀରେ ଅଘାତ ଲାଗିଥିଲା। ପରୀକ୍ଷା ପରେ ତାଙ୍କ ଆଘାତ ଗୁରୁତର ଥିବା ଜଣାପଡ଼ିଛି। ଏହି ପରିସ୍ଥିତିରେ ସେ ଚାମ୍ପିଅନସିପରେ ଭାଗ ନେବା ବିପଦପୂର୍ଣ୍ଣ ହୋଇପାରେ ବୋଲି ଭାରତୀୟ କୁସ୍ତି ମହାସଂଘର ଜଣେ ଅଧିକାରୀ କହିଛନ୍ତି।
ଏବେ ବିନେଶଙ୍କ ସ୍ଥାନରେ ରିତୁ ଫୋଗାଟ୍ ଏହି ବର୍ଗରେ ଭାଗ ନେବେ। ଏନେଇ ସୋମବାର ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି।
ସୂଚନା ଅନୁସାରେ, ରିତୁ, ବିନେଶଙ୍କ ସମ୍ପର୍କୀୟା ଭଉଣୀ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories