www.samajalive.in
Wednesday, December 10, 2025
26.1 C
Bhubaneswar

କେବଳ ଦାନ୍ତ ସଫା ନୁହେଁ, ରଙ୍ଗ ସଫା ପାଇଁ ମଧ୍ୟ କରନ୍ତୁ ଟୁଥପେଷ୍ଟ ବ୍ୟବହାର

ଟୁଥପେଷ୍ଟ ଯେ କେବଳ ଦାନ୍ତ ସଫା ପାଇଁ ବ୍ୟବହାର କରାଯାଏ ତାହା ନୁହେଁ, ଏହାକୁ ବ୍ୟବହାର କରି ତ୍ଵଚାର ଚମକ ବୃଦ୍ଧି କରାଯାଇ ପାରିବ । ପ୍ରାୟତଃ ତ୍ଵଚାର ରଙ୍ଗ ଅପେକ୍ଷା ଆଣ୍ଠୁ ଓ କହୁଣୀର ରଙ୍ଗ କଳା ଦେଖାଯାଏ । ତେଣୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଟୁଥପେଷ୍ଟକୁ ବ୍ୟବହାର କରି କଳା ଦାଗ ଦୂର କରିବା ସହ ରଙ୍ଗ ସଫା କରି କରିପାରିବା ।

ଏକ ପାତ୍ରରେ ଅଧା ଚାମଚ ଟୁଥପେଷ୍ଟ ନେଇ ସେଥିରେ ଲେମ୍ବୁରସ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଲେମ୍ବୁ ଚୋପା ସାହାଯ୍ୟରେ ଏହି ମିଶ୍ରଣକୁ ନେଇ ହଲକା ଭାବରେ କଳା ଦାଗ ଥିବା ସ୍ଥାନରେ ଧୀରେ ଧୀରେ କିଛି ସମୟ ଘଷନ୍ତୁ । ଏହାକୁ ଶୁଖିବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ୧୦ ମିନିଟ୍ ପରେ ଭଲ ଭାବରେ ଧୋଇ ହୋଇ ପଡନ୍ତୁ । ଏହିଭଳି କିଛି ଦିନ କରିବା ପରେ ଆପଣ ନିଜେ ଫରକ୍ ଜାଣି ପାରିବେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories