nua o banner

ପୋଲ ତଳକୁ ଖସିଲା କଦଳୀ ବୋଝେଇ ଟ୍ରକ୍

BSKY banner  750×100

ଭୁବନେଶ୍ବର : ପୋଲ ତଳକୁ ଖସିଲା କଦଳୀ ବୋଝେଇ ଟ୍ରକ୍ । ଜାତୀୟ ରାଜପଥ ୧୬ର ଗେଲପୁର ଛକ ନିକଟରେ ବ୍ରିଜରୁ ତଳକୁ ଖସିପଡିଲା ଏକ କଦଳୀ ବୋଝେଇ ଟ୍ରକ୍ । କଦଳୀ ବୋଝେଇ କରି କଟକରୁ ବାଲେଶ୍ବର ଯାଉଥିବା ସମୟରେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ବ୍ରିଜରୁ ଟ୍ରକଟି ତଳକୁ ଖସିପଡିଥିଲା ।  ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ସହ ହେଲପର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଯାଞ୍ଚ କରୁଛି ।

Comments are closed.