www.samajalive.in
Monday, December 8, 2025
13.1 C
Bhubaneswar

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା, ସ୍ବାଭାବିକ ହେଲା ରେଳ ଚଳାଚଳ

ଭୁବନେଶ୍ୱର: ସୋମବାର ସକାଳେ ଓଡିଶାର କଟକ ଜିଲାର କଟକ-ନେରଗୁଣ୍ଡି ରେଳ ସେକ୍ସନର ଉଭୟ ଟ୍ରାକରେ ଟ୍ରେନ ସେବା ପୁନର୍ବାର ଆରମ୍ଭ ହୋଇଛି ଏବଂ  ଏହି ଟ୍ରାକ ଦେଇ ଯାତାୟତ କରୁଥିବା ରେଳ ଚଳାଚଳ ଏବେ ସ୍ବାଭାବିକ ହୋଇଛି ବୋଳି ପୂର୍ବତଟ ରେଳପଥର  ଜଣେ ବରିଷ୍ଠ ରେଳ ଅଧିକାରୀ କହିଛନ୍ତି।

ରବିବାର କଟକ-ଭଦ୍ରକ ରେଳ ସେକ୍ସନର କେନ୍ଦ୍ରାପଡ଼ା ରୋଡ ଏବଂ ନେରଗୁଣ୍ଡି ଷ୍ଟେସନ ମଧ୍ୟରେ କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା ଘଟିବାରୁ ଏହାର ୧୧ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଫଳରେ ଏହି ଟ୍ରାକରେ ଟ୍ରେନ ସେବା ଅସ୍ଥାୟୀ ଭାବରେ ବାଧାପ୍ରାପ୍ତ ହୋଇଥିଲା। ବର୍ତ୍ତମାନ ଏହି ଟ୍ରକାରେ ରେଳ ଚଳାଚଳ ସ୍ବଭାବିକ ହୋଇଛି ବୋଲି ପୂର୍ବ ତଟ ରେଳପଥ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି। ପ୍ରଥମ ଯାତ୍ରୀବାହୀ ଟ୍ରେନ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ (ଟ୍ରେନ ନମ୍ବର-୨୨୮୨୩), ସକାଳ ୧୦.୨୫ ରେ ଡାଉନ ଲାଇନରେ ସ୍ଥାନ ଅତିକ୍ରମ କରିଥିଲା ବୋଲି  ପୂର୍ବ ତଟ ରେଳପଥ କର୍ତ୍ତୃପକ୍ଷ ଜାରି କରିଥିବା ବିବଅଦ୍ତିରେ ଦର୍ଶାଯାଇଛି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories