www.samajalive.in
Sunday, December 14, 2025
16.1 C
Bhubaneswar

ବଢିଲା ନା କମିଲା, ଜାଣନ୍ତୁ ଆଜିର ସୁନା ଦର

ସମାଜ ଲାଇଭ୍ ଡ଼େସ୍କ: ଗୁରୁବାର ଅପେକ୍ଷା ଆଜି ଦେଶରେ ସୁନାଦର ସାମାନ୍ୟ ହ୍ରାସ ହୋଇଛି । ରାଜ୍ୟରେ ଆଜି ସୁନାଦରରେ ଏକ ଗ୍ରାମ ପିଛା ୧ଟଙ୍କା ହ୍ରାସ ହୋଇଛି । ଗତକାଲି ରାଜ୍ୟରେ ଏକ ଗ୍ରାମ୍‌ ପିଛା ୨୪ କ୍ୟାରେକ୍ଟ ସୁନା ଦର ୧୨,୪୨୬ ଟଙ୍କା ଥିଲା ବେଳେ ଆଜି ୧୨,୪୨୫ ଟଙ୍କା ଅଛି । ସେହିପରି ୨୨ କ୍ୟାରେକ୍ଟ ସୁନା ଦର ଏକ ଗ୍ରାମ୍‌ ପିଛା ଗତକାଲି ୧୧,୩୯୦ ଥିଲାବେଳେ ଆଜି ୧୧,୩୮୯ ଟଙ୍କା ରହିଛି । ଏହି ଦର କ୍ରମରେ ୧୮ କ୍ୟାରେକ୍ଟ ସୁନା ଦର ଏକ ଗ୍ରାମ୍‌ ପିଛା ଗତକାଲି ୯,୩୧୯ ଥିଲାବେଳେ ଆଜି ୯,୩୧୮ ଟଙ୍କା ରହିଛି । ଦିଲ୍ଲୀରେ ମଧ୍ୟ ସମାନ ଦର ହ୍ରାସ ହୋଇଛି ଏହି କ୍ରମରେ ଏକ ଗ୍ରାମ୍‌ ପିଛା ୨୪ କ୍ୟାରେକ୍ଟ ଦର ୧୨,୪୪୦ ଟଙ୍କା ,୨୨ କ୍ୟାରେକ୍ଟ ଦର ୧୧,୪୦୪ ଟଙ୍କା ଏବଂ ୧୪ କ୍ୟାରେକ୍ଟ ଦର ୯,୩୩୩ ଟଙ୍କା ରହିଛି । ମୁମ୍ବାଇରେ ଏକ ଗ୍ରାମ୍‌ ପିଛା ସୁନାଦର ୨୪ କ୍ୟାରେକ୍ଟ ର  ୧୨,୪୨୫ ଟଙ୍କା, ୨୨ କ୍ୟାରେକ୍ଟ ର ଦର  ୧୧,୩୮୯ ଟଙ୍କା ଓ ୧୮କ୍ୟାରେକ୍ଟ ର ଦର ୯,୩୧୮ ।

ସୁନା ଭଳି ରୂପା ଦର ମଧ୍ୟ ସାମାନ୍ୟ ହ୍ରାସ ହୋଇଛି । ଦେଶରେ ୧୦ ଗ୍ରାମ୍‌ ପିଛା ରୂପା ଦରରେ ଗତକାଲି ଅପେକ୍ଷା ଏକ ଟଙ୍କା ହ୍ରାସ ହୋଇଛି  । ଏହି କ୍ରମରେ ଗତକାଲି ରାଜ୍ୟରେ ରୂପା ୧୦ ଗ୍ରାମ୍‌ ପିଛା ୧୭୩୦ ଟଙ୍କା ଥିଲା ବେଳେ ଆଜି ୧୭୨୯ ଟଙ୍କା ରହିଛି । ସେହିଭଳି ଦିଲ୍ଲୀ ଏବଂ ମୁମ୍ବାଇରେ ଆଜି ରୂପା ୧୦ ଗ୍ରାମ୍‌ ପିଛା ୧,୬୪୯ ଟଙ୍କା ରହିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories