www.samajalive.in
Wednesday, December 10, 2025
18.1 C
Bhubaneswar

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅଲିଭା ସ୍ମୃତିକୁ ଉତ୍ତରପିଢ଼ୀଙ୍କ ପାଇଁ ସାଇତି ରଖିବାକୁ ଟ୍ବିନ ସିଟିରେ ଏକ ସଂଗ୍ରହାଳୟ ଖୋଲାଯାଉ

ଭୁବନେଶ୍ବର: ଆଜି ଥିଙ୍କର୍ସ କ୍ଲବର ୭ମ ୱେବିନାର ଅନୁଷ୍ଠିତ ହୋଇଯାଇଛି। ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ଅଲିଭା ସ୍ମୃତିକୁ ଉତ୍ତରପିଢ଼ୀଙ୍କ ପାଇଁ ସାଇତି ରଖିବାକୁ କଟକ-ଭୁବନେଶ୍ୱର ଟ୍ବିନ ସିଟିରେ ଏକ ସଂଗ୍ରହାଳୟ ଖୋଲିବା ନେଇ ୱେବନାରରେ ବକ୍ତାମାନଙ୍କ ପକ୍ଷରୁ ଗୁରୁତ୍ୱ ଆରୋପ କରା ଯାଇଥିଲା। ସେହିପରି ଗୋପବନ୍ଧୁଙ୍କ ସାହିତ୍ୟ, ସମାଜସେବା , ସାମ୍ବାଦିକତା, ଆଧ୍ୟାତ୍ମିକତା ଚିନ୍ତନ ଆଦି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯିବ ମତ ପ୍ରକାଶ ପାଇଥିଲା।

 

- Advertisement -

ପୂର୍ବତନ କୁଳପତି ତଥା କିଟ ବିଶ୍ୱବିଦ୍ୟାଳୟର ଆଧ୍ୟାତ୍ମିକ ଧର୍ମ ବିଦ୍ୟା ଅଧ୍ୟୟନ କେନ୍ଦ୍ରର ଅଧକ୍ଷ ଡ଼ ହରେକୃଷ୍ଣ ଶତପଥୀ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନସଚିବ ଶୁଭଶ୍ରୀ ନନ୍ଦ ମୁଖ୍ୟବକ୍ତା ଓ ଅତିଥି ବକ୍ତା ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଥିଙ୍କର୍ସ କ୍ଲବ ସଭାପତି ବରଦା ପ୍ରସନ୍ନ ଦାସ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories