www.samajalive.in
Thursday, December 11, 2025
16.1 C
Bhubaneswar

ଏହି ୪ ଅକ୍ଷରର ଝିଅ, ସାଥୀଙ୍କ ସବୁ ଇଚ୍ଛା କରିଥାନ୍ତି ପୂରଣ

ପତି-ପତ୍ନୀଙ୍କ ସମ୍ପର୍କ ପ୍ରେମ, ବିଶ୍ବାସ ଏବଂ ସମ୍ମାନ ଉପରେ ନିର୍ଭର କରେ। ଯଦି କୌଣସି କାରଣବଶତଃ ଏହି ୩ଟି ମଧ୍ୟରୁ ଗୋଟିଏ ର ଅଭାବ ହୁଏ, ତେବେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ସୁଖମୟ ଦାମ୍ପତ୍ତ୍ୟ ଜୀବନ ପାଇଁ ଏହି ୩ଟି ଜିନିଷ ରହିବ ନିତ୍ୟନ୍ତ ଆବଶ୍ୟକ। ଉଭୟଙ୍କ ମଧ୍ୟରୁ ଜଣଙ୍କର ଅସାବଧାନତା କାରଣରୁ ସମ୍ପର୍କ ଭାଙ୍ଗିବାର ଯଥେଷ୍ଟ କାରଣ ଥାଏ। ତେବେ ଏହି ୪ଟି ଅକ୍ଷର ନାମ ଥିବା ଝିଅ ନିଜ ସାଥୀଙ୍କ ସମସ୍ତ ଇଚ୍ଛାକୁ ପୂରଣ କରିଥାଆନ୍ତି ।
ଡି (D) : ଯେଉଁ ଝିଅଙ୍କ ନାମ ଡି (D) ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଭଲ ପାଇଥାଆନ୍ତି। ଏହି ଅକ୍ଷର ଥିବା ଝିଅ ସ୍ବଚ୍ଛ ହୃଦୟରେ ନିଜ ସ୍ବାମୀଙ୍କ ସେବା କରିଥାଆନ୍ତି ଏବଂ ସାରା ଜୀବନ ସାଥିରେ ରହିଥାଆନ୍ତି।
ଏଚ୍ (H) : ଏହି ଅକ୍ଷର ନାମ ଥିବା ଝିଅ ନିଜ ସ୍ବାମୀଙ୍କ ପ୍ରତି ସେବା ମନଭାବ ରଖିଥାଆନ୍ତି। ସ୍ବାମୀଙ୍କ ସବୁ କଥାକୁ ଶୁଣିଥାଆନ୍ତି। ଏମାନେ ନିଜ ସ୍ବାମୀଙ୍କ ଏତେ ବିଶ୍ବସ୍ତ ହୋଇଥାନ୍ତି ଯେ, ସାରା ଜୀବନ ନିସ୍ବାର୍ଥ ଭାବରେ ତାଙ୍କର ସେବା କରିଥାଆନ୍ତି ।
କେ (K) : ଯେଉଁ ଝିଅଙ୍କ ନାମ କେ (K) ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସ୍ବଚ୍ଛ ହୃଦୟବାନ ହୋଇଥାଆନ୍ତି। ସ୍ବଚ୍ଛ ହୃଦୟରେ ସ୍ବାମୀଙ୍କ ସେବା କରିବା ସହ ଖୁସୀରେ ରଖିବାରେ ଟିକେ ବି ହେଳା କରନ୍ତି ନାହିଁ ।
ଏମ୍ (M) : ଏହି ଅକ୍ଷର ନାମ ଥିବା ଝିଅ ବହୁତ ଭାଗ୍ୟଶାଳୀ ହୋଇଥାଏ। ଏମାନଙ୍କୁ ସ୍ବଚ୍ଛ ହୃଦୟରୁ ଭଲ ପାଇବା ଭଳି ସାଥୀ ମିଳିଥାଏ । ଏମାନେ ମଧ୍ୟ ସାଥୀଙ୍କ ପ୍ରତି ବିଶ୍ବସ୍ତ ରହିଥାଆନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories