Browsing Tag

puri news

ଶ୍ରୀମନ୍ଦିରକୁ ମିଳିଛି ୧୮୭ କୋଟି ଟଙ୍କା, ୧୭ କେଜି ସୁନା

ଭୁବନେଶ୍ଵର: ଶ୍ରୀମନ୍ଦିରକୁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ କିଛି ନା କିଛି ଦାନ କରିଥାନ୍ତି। କେଉଁ ଶ୍ରଦ୍ଧାଳୁ ଟଙ୍କା ଦାନ କରନ୍ତି ତ ଆଉ କେହି ସୁନା, ରୁପା ଅଳଙ୍କାର ଦିଅନ୍ତି। ତେବେ ୨୦୧୦ ଜାନୁୟାରୀ ମାସ ସୁଦ୍ଧା…
Read More...

ଦକ୍ଷିଣକାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ସୁନା କିରୀଟ, ଛତ୍ରୀ, ହୁଣ୍ଡି ଲୁଟିନେଲେ

ସୁଆଣ୍ଡୋ/ସାକ୍ଷୀଗୋପାଳ: ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁରସ୍ଥିତ ପ୍ରସିଦ୍ଧ ମା’ ଦକ୍ଷିଣ କାଳୀଙ୍କ ମନ୍ଦିରରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ମନ୍ଦିରର…
Read More...

ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଚତୁଃପାର୍ଶ୍ଵର ସୌନ୍ଦର୍ୟ୍ୟକରଣ ପାଇଁ ୭୫ ମିଟରରେ ପୁଣି ଉଚ୍ଛେଦ ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ଆଜି ଖଜାପତି ଅଞ୍ଚଳର ବାଲିସାହିରେ ଥିବା ନୃସିଂହଆଚାରୀ ମଠର ଉଚ୍ଛେଦ…
Read More...

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ : ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହୋଇଛି।  ରଥଯାତ୍ରା ପାଇଁ ଶନିବାର ସକାଳେ ବଡ଼ଦାଣ୍ଡରେ ରଥ କାଠ ଆସି ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୨ଟି ଟ୍ରକରେ ମୋଟ ୫୩ ଖଣ୍ଡ କାଠ ଆସିଛି। ନୟାଗଡ଼ ବନଖଣ୍ଡରୁ ଉକ୍ତ…
Read More...

ପଇତା ଲାଗି ନୀତି ପାଇଁ ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ସୋମବାର ଅର୍ଥାତ ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି କରାଯିବ। ଦଇତାପତିମାନେ ଏହି ସେବା କରିଥାଆନ୍ତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ…
Read More...

ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ରାଜରାଜେଶ୍ୱରୀ ବେଶକୁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ମଙ୍ଗଳବାର ଅର୍ଥାତ ଆଜି ହେଉଛି କାର୍ତ୍ତିକ ମାସର ପଞ୍ଚୁକ ବ୍ରତର ଶେଷ ଦିନ। ଏହି ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏହି ବେଶକୁ ଦର୍ଶନ କରି ଭକ୍ତମାନେ…
Read More...

ସମୁଦ୍ର ସ୍ନାନବେଳେ ମହିଳାଙ୍କୁ ଟାଣିନେଲା ଜୁଆର, ଉଦ୍ଧାର କଲେ ଲାଇଫ୍‍ ଗାର୍ଡ଼

ପୁରୀ : ପୁରୀ ସମୁଦ୍ରରେ ଗୁରୁବାର ସକାଳେ ସ୍ନାନବେଳେ ଜଣେ ମହିଳାଙ୍କୁ ଜୁଆର ଟାଣି ନେଇଥିଲା। ସେହି ସମୟରେ ମହିଳା ପର୍ଯ୍ୟଟକଙ୍କୁ ସେଠାରେ ଉପସ୍ଥିତ ଥିବା ଲାଇଫ୍‍ ଗାର୍ଡ଼ମାନେ ଉଦ୍ଧାର କରିଛନ୍ତି। ମହିଳା ଜଣଙ୍କ ଭଦ୍ରକର…
Read More...

ପବିତ୍ର ମହାଳୟା ଅମାବାସ୍ୟାରେ ଶ୍ରୀକ୍ଷେତ୍ରର ବାଇଶି ପାହାଚରେ ପିଣ୍ଡଦାନ

ପୁରୀ : ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଆଜିର ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। ମନ୍ଦିରର ବାଇଶି…
Read More...

ଶ୍ରୀଜିଉଙ୍କ ନୀତିକାନ୍ତି ଘଣ୍ଟାଏ ବିଳମ୍ବ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଗୁରୁବାର ବିଳମ୍ବ ହୋଇଛି। ସୁଆର ବଡ଼ୁ ସେବାୟତ ପ୍ରାପ୍ୟ ବିବାଦ ଯୋଗୁଁ ଶ୍ରୀଜିଉଙ୍କ ଗୋପାଳ ବଲ୍ଲଭ ନୀତି ବିଳମ୍ବ ହୋଇଛି। ସୁଆର ବଡ଼ୁ ସେବାୟତ ନିଜର ପ୍ରାପ୍ୟ ତିନି…
Read More...

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ : ପୁରୀ ଜିଲା ନିମାପଡ଼ା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଏକ ଟିମ୍‍ ଯନ୍ତ୍ରୀଙ୍କ ଘରେ ଚଢାଉ କରିଛି। ତାଙ୍କ…
Read More...