Browsing Tag

phulbani

ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା, ପୁଣି ଜଣେ ପାଗଳ ଦେହରେ ପିପିଇ ସୁଟ୍‍

ଫୁଲବାଣୀ: ରାଇକିଆ ସ୍ୱାସ୍ଥ୍ୟ ବିଭାଗର କୋଭିଡ଼୍‍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଆଜି ପୁଣି ଜଣେ ମାକସିକ ବିକୃତ ବ୍ୟକ୍ତି ବ୍ୟବହୃତ ପିପିଇ ସୁଟ୍‍ ପିନ୍ଧି ବିଭିନ୍ନ ସ୍ଥାନ ବୁଲୁଥିବାର…
Read More...

ବ୍ରାହ୍ମଣୀଗାଁ ଦୀର୍ଘ ଦିନ ଧରି କଣ୍ଟେନମେଣ୍ଟ ଜୋନ, ରାତିରେ ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ

ଫୁଲବାଣୀ/ବ୍ରାହ୍ମଣୀଗାଁ: ଦୀର୍ଘଦିନ ହେଲା କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। କଣ୍ଟେନମେଣ୍ଟ ଘୋଷଣା କରିବାର ଆଜକୁ ଦଶଦିନ…
Read More...

ବର୍ଷାରେ ଭାଙ୍ଗିଲା ଗଛ, ଯାତାୟତ ଠପ୍‍

ଫୁଲବାଣୀ: ଲଘୁଚାପ ଜନିତ କାରଣ ଯୋଗୁଁ ଗତ ୩ ଦିନ ହେଲା କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ପବନ ହେଉଛି। ଏହାର ପ୍ରଭାବରେ ଆଜି ଫିରିଙ୍ଗିଆରେ ହୋଇଥିବା ବର୍ଷା ଯୋଗୁଁ ଫିରିଙ୍ଗିଆ-ସାଡ଼ିଙ୍ଗିଆ ମୁଖ୍ୟ…
Read More...

କିନ୍ନରଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ: ବୃକ୍ଷ ରୋପଣ ଉତ୍ସବ ଅବସରରେ ଜିଲ୍ଲାରେ ବିଭିନ୍ନ ସଂଙ୍ଗଠନ ଦ୍ୱରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି କନ୍ଧମାଳ ଜିଲା ଫିରିଙ୍ଗିଆ ସ୍ଥିତ ମାତା ମୁର୍ଗିଦେବି କିନ୍ନର ସଂଘ ପକ୍ଷରୁ ବୃକ୍ଷ ରୋପଣ…
Read More...

ରାଇକିଆ: ୨୫ ଦିନ ପରେ ହଟିଲା କଣ୍ଟେନମେଣ୍ଟ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ ଦିନରେ ଏକାଧିକ ସ୍ଥାନୀୟ କରୋନା ପଜିଟିଭ୍‍ ଚିହ୍ନଟ ପରେ ଗତ ୧୦ ତାରିଖରୁ ରାଇକିଆ ସହର ସମେତ ୧୩ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇଥିବା ବେଳେ ୨୫ ଦିନ ପରେ…
Read More...

କନ୍ଧମାଳ: ପୁଣି ୪୫ କରୋନା ପଜିଟିଭ୍‍ ଚିହ୍ନଟ, ମୋଟ ସଂକ୍ରମିତ ସଂଖ୍ୟା ୫୭୨

ଫୁଲବାଣୀ: କନ୍ଧମାଳରେ ଲଗାତର ଭାବେ ପ୍ରତିଦିନ ବହୁ ସଂଖ୍ୟକ କରୋନା ପଜିଟିଭ୍‍ ଚିହ୍ନଟ ହେଉଛନ୍ତି। ଆଜି ଜିଲ୍ଲାରୁ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ ଥିବା ବେଳେ ୨୦ ଜଣ ମହିଳା…
Read More...

କନ୍ଧମାଳ: ୫୦ ଆକ୍ରାନ୍ତ ଚିହ୍ନଟ ସହ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଶହ ଟପିଲା

ଫୁଲବାଣୀ: କନ୍ଧମାଳରେ ଦିନକରେ ୫୦ ଆକ୍ରାନ୍ତ ଚିହ୍ନଟ ସହ କରୋନା ସଂକ୍ରମିତକ ସଂଖ୍ୟା ୫ ଶହ ଟପି ୫୨୭ରେ ପହଂଚିଛି। ଆଜି ଘୋଷଣା ହୋଇଥିବା ୫୦ ଚିହ୍ନଟଙ୍କ ମଧ୍ୟରେ ୪୩ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି ଓ ସେମାନଙ୍କ ବୟସ…
Read More...

ମାଟ୍ରିକ ଟପର ମିନାକ୍ଷୀଙ୍କ ଉଚ୍ଚଶିକ୍ଷା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ବନବାସୀ ସେବା ସମିତି

ଫୁଲବାଣୀ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଟପର ହୋଇଥିବା ଏକ ଅପହଞ୍ଚ ଇଲାକାର ଝିଅ ମୀନାକ୍ଷୀ ମଳିକଙ୍କର ଉଚ୍ଚଶିକ୍ଷା ପାଇଁ ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିବ ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି। ଏନେଇ ଆଜି…
Read More...

୫ ଜେଲ ଅନ୍ତେବାସୀଙ୍କ ସମେତ ୧୧ କରୋନା ପଜିଟିଭ୍‍

ଫୁଲବାଣୀ: କନ୍ଧମାଳ ଜିଲାରେ ବୁଧବାର ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଘୋଷଣା କରାଯାଇଛିା ସେମାନଙ୍କ ମଧ୍ୟରୁ ୫ ଜଣ ମହିଳା ଓ ୬ ଜଣ ପୁରୁଷ ରହିଛନ୍ତି ଏବଂ ସେମାନଙ୍କ ବୟସ ୭ ବର୍ଷରୁ ୬୦ ବର୍ଷ। ଏମାନଙ୍କ…
Read More...

ହଟ୍‍ସ୍ପଟ୍‍ ଅଞ୍ଚଳରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିଲେ ୬ ଶ୍ରମିକ

ଫୁଲବାଣୀ: ଫିରିଙ୍ଗିଆ ଅଞ୍ଚଳରେ ଶନିବାର ହଟ୍‍ସ୍ପଟ୍‍ ଅଞ୍ଚଳରୁ ଆସି ୬ ଜଣ ଶ୍ରମିକ ସଙ୍ଗୋରୋଧ କେନ୍ଦ୍ରରେ ରହିଥିବା ସୂଚନା ମିଳିଛି। ବର୍ତ୍ତମାନ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍‍ କରିଦିଆଯାଇଥିବା ବେଳେ ସୁରକ୍ଷା…
Read More...