Browsing Tag

phulbani

୮ ବର୍ଷରେ ମିଳିଲାଣି ୮୦ ଥର ପ୍ରତିଶ୍ରୁତି, ତଥାପି ନିର୍ମାଣ ହୋଇ ପାରୁନାହିଁ ପୋଲ

ଫୁଲବାଣୀ: ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। କିନ୍ତୁ ବାସ୍ତବିକ ଅନେକ ଯୋଜନା ପହଞ୍ଚି ପାରୁନାହିଁ ଗ୍ରାମାଞ୍ଚଳ ମାନଙ୍କରେ। ଫଳରେ ବର୍ତ୍ତମାନ ମଧ୍ୟ ଅନେକ ପଞ୍ଚାୟତ ଓ…
Read More...

ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଗାଁ ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୩ ଲକ୍ଷ, ଯାତାୟତ ପାଇଁ ନାକେଦମ୍‍

ଫୁଲବାଣୀ: ସ୍ୱାଧୀନତାର ୭୩ ବର୍ଷ ବିତିଗଲାଣି। ଗ୍ରାମାଞ୍ଚଳର ବିକାଶ କଥା କୁହାଯାଉଥିଲେ ମଧ୍ୟ ଏଭଳି ଏକ ଗ୍ରାମ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ଗାଁ ପାଇଁ ଥିବା ରାସ୍ତାର ମାତ୍ର ୧୦୦ ମିଟର କାମ ହୋଇଛି। ଏଥିପାଇଁ ଖର୍ଚ୍ଚ…
Read More...

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ମଞ୍ଜି ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଦନେକବାଡ଼ି ପଞ୍ଚାୟତଠାରେ କୃଷି ବିକାଶ ଯୋଜନା ପକ୍ଷରୁ ଉଦ୍ୟାନ ବିଭାଗ ଦ୍ୱାରା ମହାମାରୀ କରୋନା ପାଇଁ ଚାଷୀମାନଙ୍କୁ ପାକଶାଳା ବଗିଚା ପାଇଁ ତଥା ପନିପରିବା ଚାଷ…
Read More...

ଭୂମିହୀନ ଦର୍ଶାଇ ସରକାରୀ ଜମିକୁ ହାତେଇନେବା ଘଟଣା: ସ୍ୱତନ୍ତ୍ର ସଭାରେ ନିଷ୍ପତି ନେଲେ, ଉଦ୍‍ଘାଟନ କଲେ ପାର୍କ

ଫୁଲବାଣୀ/ଚକାପାଦ: କନ୍ଧମାଳ ଜିଲା ଚକାପାଦ ବ୍ଳକ ବସ୍ତିଙ୍ଗିଆଠାରେ ସରକାରୀ ଅନୁଦାନରେ ନିର୍ମାଣ ହେଉଥିବା ଏକ ପାର୍କକୁ ଜଣେ ବ୍ୟକ୍ତି ନିଜକୁ ଭୂମିହୀନ ଦର୍ଶାଇ ପାର୍କ ନିର୍ମାଣ ହେଉଥିବା ସରକାରୀ ଜମିକୁ ହାତେଇ ନେବା…
Read More...

ନିରାଡ଼ମ୍ବରରେ ପାଳିତ ହେବ ପ୍ରସିଦ୍ଧ ବଲସକୁମ୍ପାଠାରେ ମହାନବମୀ ପୂଜା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବଲସକୁମ୍ପାଠାରେ ଥିବା ଶକ୍ତିପୀଠ ମା ବରାଳଦେବୀ କନ୍ଧମାଳ ଜିଲ୍ଲାରେ ପ୍ରସିଦ୍ଧ। ସେଠାରେ ମହାନବମୀ ପୂଜା ପ୍ରତିବର୍ଷ ମହା ସମାରୋହରେ ପାଳିତ ହୁଏ। ଚଳିତ ବର୍ଷ କରୋନା ମହାମାରୀର ସଂକ୍ରମଣ…
Read More...

ଦୀର୍ଘବର୍ଷ ପରେ ଆବାସ ଯୋଜନାରେ ସାମିଲ୍‍ ହେଲେ ହିତାଧିକାରୀ, ପ୍ରଶାସନ ଓ ନିର୍ବାଚନ ଲୋକ ପ୍ରତିନିଧିଙ୍କୁ ଦେଲେ…

ଫୁଲବାଣୀ: ଇନ୍ଦିରା ଆବାସ ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍‍ କରିବା ପାଇଁ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଥିବା ବହୁ ହିତାଧିକାରୀଙ୍କ ସ୍ୱପ୍ନ ଶେଷରେ ସଫଳ ହେବା ଫଳରେ ସେମାନେ ଚକାପାଦ ବ୍ଳକ…
Read More...

ଗାନ୍ଧୀ ଜୟନ୍ତୀରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଫୁଲବାଣୀ: କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଗାନ୍ଧୀ ଜୟନ୍ତୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳୀୟ କର୍ମୀମାନେ ଗୋପବନ୍ଧୁ ଛକ ତଥା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରଥମେ…
Read More...

କନ୍ଧମାଳ ଟିମ ହ୍ୟୁମାନିଟିର ସ୍ୱର୍ଗରଥ ଲୋକାର୍ପିତ, ସହାୟକ ଓ ଉଦ୍ୟୋକ୍ତା ହେଲେ ସମ୍ବର୍ଦ୍ଧିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲରେ କାର୍ଯ୍ୟରତ ଥିବା ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟି ଦ୍ୱାରା ଆଜି ଗାନ୍ଧୀଜୟନ୍ତୀ ଅବସରରେ ଆରମ୍ଭ ହୋଇଛି ଆଉ ଏକ ଜନ ମଙ୍ଗଳକାରୀ ସେବା ବ୍ୟବସ୍ଥା ସ୍ୱର୍ଗ ରଥ ସେବା। ତାହା…
Read More...

ପ୍ରେସ କ୍ଲବ ପକ୍ଷରୁ ସାମୂହିକ କୋଭିଡ ଆଣ୍ଟିଜେନ ପରୀକ୍ଷା ଶିବିର

ଫୁଲବାଣୀ: ଫୁଲବାଣୀର ସାମ୍ବାଦିକ ତାରିଣୀ ପାଢୀଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଯିବା ପରେ କନ୍ଧମାଳ ଜିଲ୍ଲା ତଥା ସମଗ୍ର ରାଜ୍ୟରେ ଗଣମାଧ୍ୟମ ମହଲରେ ଅଲୋଡନ ସୃଷ୍ଟି ହୋଇଛି। ସେଥିପାଇଁ ରାଜ୍ୟରେ ବିଭିନ୍ନ…
Read More...

କନ୍ଧମାଳ: ୯୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪୬୪୫ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ଦୁଇଜଣ ଡାକ୍ତର ଓ ଜଣେ ପୁଲିସ କର୍ମଚାରୀଙ୍କୁ ମିଶାଇ ମୋଟ ୧୦ ଜଣ କରୋନା ଯୋଦ୍ଧାଙ୍କ ସମେତ ମୋଟ ୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।। ଏଥିସହ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ…
Read More...