Browsing Tag

phulbani

ସାମ୍ବାଦିକ ବୀମା କାର୍ଡ ସହାୟତାରେ ଚିକିତ୍ସିତ ହେଲେ କନ୍ଧମାଳ ସାମ୍ବାଦିକ

ଫୁଲବାଣୀ: ସରକାରଙ୍କ ଦ୍ୱାରା ସାମ୍ବାଦିକମାନଙ୍କୁ ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ବୀମା କାର୍ଡର ସହାୟତାରେ କିଡନୀ ଷ୍ଟୋନ ଅସ୍ତ୍ରୋପଚାର କରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକର…
Read More...

୫୦ ବର୍ଷ ପରେ ରାସ୍ତାପାଇଁ ରାସ୍ତା ଫିଟିଲା, ଗୁମି ଗ୍ରାମରେ ଖୁସିର ଲହରୀ

ଫୁଲବାଣୀ: ଦୀର୍ଘ ୫୦ ବର୍ଷ ହେଲା ଜମି ସମସ୍ୟା ଯୋଗୁଁ ନିର୍ମାଣ ହୋଇ ପାରୁନଥିଲା ଗ୍ରାମକୁ ରାସ୍ତା। ତେବେ ନିକଟରେ ଗ୍ରାମର ହୋଇଥିବା ଏକ ବୈଠକରେ ଯେଉଁ ଜମିକୁ ନେଇ ବିବାଦ ଦେଖାଯାଇଥିଲା ଉକ୍ତ ଜମିର ମାଲିକ ରାସ୍ତା ପାଇଁ…
Read More...

କଂଗ୍ରେସ ପକ୍ଷରୁ ଇନ୍ଦିରାଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଫୁଲବାଣୀ: ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି କନ୍ଧମାଳ କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ବିିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ…
Read More...

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ଉଦ୍‍ଘାଟିତ

ଫୁଲବାଣୀ: ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ଆଜି ଜିଲାପାଳ ଡ଼.ବୃନ୍ଦା.ଡ଼ିଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲା…
Read More...

ଶିଶୁ ଅଧିକାର ସପ୍ତାହ ଓ ଜାତୀୟ ଏକତା ଦିବସ ପାଳିତ

ଫୁଲବାଣୀ: ଜାତୀୟ ଏକତା ଦିବସ ପାଳନ ଅବସରରେ ଆଜି କନ୍ଧମାଳ ଜିଲ୍ଲାର ବଣ୍ଡଗୁଡା ଗ୍ରାମ ପଂଚାୟତ ଠାରେ କିଶୋରୀ ଓ ଯୁବତୀ ମାନଙ୍କୁ ନେଇ ଜାତୀୟ ଏକତା ଦିବସ ଓ ଶିଶୁ ଅଧିକାର ସପ୍ତାହ ପାଳନ କରାଯାଇଅଛି। ଏହି ଅବସରରେ ମୁଖ୍ୟ…
Read More...

ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ଫୁଲବାଣୀ: ଅଧିକରୁ ଅଧିକ ସଂଖ୍ୟକ ଯୋଗ୍ୟ ମତଦାତାମାନଙ୍କୁ ଭୋଟଦାନ ପ୍ରକ୍ରିୟାରେ ସାମିଲ କରିବା ଲକ୍ଷ୍ୟ ନେଇ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ…
Read More...

ଫୁଲବାଣୀରେ ମା’ କାଳୀଙ୍କୁ ମେଲାଣି

ଫୁଲବାଣୀ: ଫୁଲବାଣୀରେ ଆଜି ବିନା ଆଡ଼ମ୍ବରରେ ମା’କାଳୀଙ୍କୁ ମେଲାଣି ଦିଆଯାଇଛି। ଫୁଲବାଣୀ ଡିଏଫଓଙ୍କ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ବିଭାଗ ପକ୍ଷରୁ ଦୀପାବଳି ଅବସରରେ ଆୟୋଜିତ ମା’କାଳୀଙ୍କ ପୂଜା ସରକାରଙ୍କର କୋଭିଡ ନିୟମ…
Read More...

ବିଦ୍ୟାଳୟ ଓ ଅଙ୍ଗନୱାଡି ପରିସରରେ ସଫେଇ କାର୍ଯ୍ୟକ୍ରମ

ଫୁଲବାଣୀ: ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ଟିକାବାଲି ଓ ରାଇକିଆ ବ୍ଲକ୍‍ର ଅନେକ ବିଦ୍ୟାଳୟ ଓ ଅଙ୍ଗନୱାଡି ପରିସରରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ଉଭୟ ବ୍ଳକରେ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ଓ ସେଭ୍‍ ଦି…
Read More...

ଜିଲା ଆଇନଜୀବୀ ସଂଘର ସାଧାରଣ ପରିଷଦ ବୈଠକ

ଫୁଲବାଣୀ: ଜିଲା ଆଇନଜୀବୀ ସଂଘର ସାଧାରଣ ପରିଷଦ ବୈଠକ ଆଜି ସ୍ଥାନୀୟ ବାର୍‍ ଆସୋସିଏସନର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବାର୍‍ ଆସୋସିଏସନର ଅଧ୍ୟକ୍ଷ ଚନ୍ଦ୍ର ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…
Read More...

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଙ୍କଳ୍ପ ଦିବସ ପାଳିତ

ଫୁଲବାଣୀ: ଦେଶରେ ଦୃତଗତିରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ବିକାଶ କ୍ଷେତ୍ରରେ ନାନା ପ୍ରକାର ଅନ୍ତରାୟ ସୃଷ୍ଟି ହେଉଛି। ଆଜି ଜନସଂଖ୍ୟା ନିୟନ୍ତ୍ରଣ ସଂକଳ୍ପ ଦିବସ ପାଳନ ଅବସରରେ ଜନସଂଖ୍ୟା ଫାଉଣ୍ଡେସନ କନ୍ଧମାଳ ଶାଖା…
Read More...