Browsing Tag

odisha news

ବାରିଗାଁରେ ଘର ଭାଙ୍ଗିଲା ହାତୀ

ପାଟଣା : ସଦର ବ୍ଲକ କାଠବାରୀ ପଞ୍ଚାୟତ ବାରିଗାଁ ଗ୍ରାମରେ ବିଳମ୍ବିତ ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ମିଳିଛି। ଗ୍ରାମରେ ଏକ ଦନ୍ତା ହାତୀ ପଶି ଗୋଟିଏ ଘର ଭାଙ୍ଗି ଦେଇଛି । ବାରିଗାଁ ଗ୍ରାମର ଭଗବାନ ପଲେଇଙ୍କ…
Read More...

ଓଡିଶାରେ କେଉଁ ତାରିଖରେ କେଉଁଠି ଭୋଟ୍‌‌

ଭୁବନେଶ୍ୱର : ବାଜିଲା ୨୦୨୪ ନିର୍ବାଚନ ବିଗୁଲ୍‌‌। ଘୋଷଣା ହେଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ। ଓଡିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ମେ ୧୩, ମେ ୨୦, ମେ ୨୫, ଏବଂ ଜୁନ୍‌‌୧ରେ ଭୋଟ ଗ୍ରହଣ ହେବ। ମେ’୧୩ରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଜେପିରେ ସାମିଲ ହେଲେ ଅଭିନେତା ଅରିନ୍ଦମ ରାୟ.. କିଛି ସମୟ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ.. ଭୁବନେଶ୍ଵରକୁ ଏୟାରଲିଫ୍ଟ ହେଲେ ପ୍ରସନ୍ନ ଆଚାର୍ଯ୍ୟ.. ଗୁରୁବାର ବିଳମ୍ବିତ ରାତିରେ କାର ଦୁର୍ଘଟଣାରେ ଗୁରୁତର…
Read More...

ବିଜେଡି ଛାଡ଼ିଲେ ଅରିନ୍ଦମ

ଭୁବନେଶ୍ବର: ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଓଲିଉଡ଼ ଅଭିନେତା ଅରିନ୍ଦମ ରାୟ ବିଜେଡି ଛାଡ଼ିଛନ୍ତି। ଶୁକ୍ରବାର ସେ ଦଳରୁ ଇସ୍ତଫା ଦେଇଛନ୍ତି। ସାଧାରଣ ସମ୍ପାଦକ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ…
Read More...

ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ, ୨ଗୁରୁତର

ସୁନ୍ଦରଗଡ: କୁତ୍ରା ନିକଟରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତମାନେ ୨ଜଣ ଯୁବକଙ୍କୁ ଅତର୍କିତ ଗୁଳିମାଡ କରିଛନ୍ତି। ଗୁରୁତର ୨ଜଣ ଯୁବକ ହେଲେ ଛତିଶଗଡ ରାୟଗଡ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର।…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହିଜାବ ବିବାଦ.. ବୋର୍ଡ ପରୀକ୍ଷାରେ ମାସ୍କ ଓହ୍ଲାଇଥିବା ଶିକ୍ଷକଙ୍କୁ ନିଲମ୍ବନ ଦାବି.. ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀମାନଙ୍କ ପାଇଁ ୬୬ ପ୍ରତିଶତ ମହଙ୍ଗାଭତ୍ତା.. ଏମ୍‌ସ ଭୁବନେଶ୍ୱରକୁ ମର୍ୟ୍ୟାଦାଜନକ ବିଶ୍ବ…
Read More...

ବଢିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ଭୁବନେଶ୍ବର: ରାଜ୍ୟରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇଛି। ୪ଟି ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଗୁରୁବାର ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଚାରୋଟି ବର୍ଗ…
Read More...

ଗୋପାଳପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ

ଗୋପାଳପୁର: ରାଜ୍ୟରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଗାଁ ଗାଁରେ ସଭାସମିତି କରି ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିପଡିଛନ୍ତି । ବୁଧବାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜୁ…
Read More...

ଆସାମରେ କାର୍ଯ୍ୟରତ ବାୟୁସେନା କର୍ମଚାରୀଙ୍କ ଅକାଳ ବିୟୋଗ

ଗୋପାଳପୁର: ୩୮ବର୍ଷ ବୟସରେ କାର୍ଯ୍ୟରତ ବାୟୁସେନା କର୍ମଚାରୀଙ୍କ ଆସାମରେ ଅକାଳ ବିୟୋଗ ହୋଇଛି । ମୃତକ ହେଲେ ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ଇନ୍ଦ୍ରାଖି ଗ୍ରାମର ଇନ୍ଦ୍ରମଣି ସାହୁ । ଡିୟ୍ୟୁଟିରେ ଥିବାବେଳେ ହଠାତ୍…
Read More...

ଇଡ଼ିରେ ହାଜର ହେଲେ ଦୀପକ ଗୁପ୍ତାଙ୍କ ବାପା

ଭୁବନେଶ୍ୱର: ଉଲିବୁର ଖଣି ଦୁର୍ନୀତି ମାମଲାରେ ଇଡ଼ିରେ ହାଜର ହୋଇଛନ୍ତି ଦୀପକ ଗୁପ୍ତାଙ୍କ ବାପା । ଦୀପକଙ୍କ ବାପା ହରିଚରଣଙ୍କୁ ହାଜର ପାଇଁ ପୂର୍ବରୁ ନୋଟିସ୍‍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ୧ତାରିଖରେ…
Read More...