Browsing Tag

odia news

ବିଦ୍ୟୁତ କର୍ମଚାରୀ କହି ଘରେ ପଶିଲେ ଦୁର୍ବୁତ୍ତ, ତା ପ‌ରେ କଣ ହେଲା ଜାଣନ୍ତୁ…..

ଭଦ୍ରକ: ବିଦ୍ୟୁତ ବିଭାଗରୁ ଆସିଛୁ କହି ଅବସରପ୍ରାପ୍ତ ଦମ୍ପତ୍ତିଙ୍କ ଘରେ ପଶିଲେ ଦୁର୍ବୁତ୍ତ ।ଆଉ ଏହାପରେ ଦୁର୍ବୁତ୍ତ ଦମ୍ପତ୍ତିଙ୍କୁ ବାନ୍ଧି ନିସ୍ତୁକ ଭାବେ ପିଟିବା ପରେ ଟଙ୍କା ଓ ଅଳଙ୍କାର ଲୁଟି ନେଲେ। ଏଭଳି ଏକ…
Read More...

ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଘୋଷିତ, ମହିଳା ଦଳରେ ୩ଓଡ଼ିଆ ସାମିଲ

ଭୁବନେଶ୍ୱର : ଆସନ୍ତା ମାସ  ନଭେମ୍ବର ୧ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଅଲମ୍ପିକ୍ସ ହକି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଘୋଷଣା କରାଯାଇଛି। ଏଥିରେ ୧୮…
Read More...

୭୬ତମ ରାଜ୍ୟ ପୁଲିସ କବାଡି ଓ ଅଷ୍ଟମ ହ୍ୟାଣ୍ତବଲ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: ୭୬ତମ ରାଜ୍ୟ ପୁଲିସ କବାଡି ଓ ଅଷ୍ଟମ ହ୍ୟାଣ୍ତବଲ ପ୍ରତିଯୋଗିତା ଶୁକ୍ରବାର ପୂର୍ବାହ୍ନରେ କଟକ ସ୍ଥିତ ଷଷ୍ଠ ସ୍ୱତନ୍ତ୍ର ବାଟାଲିୟନ ପରିସର ଠାରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଦ୍ୱାରା…
Read More...

ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ଅନ୍ତିମ ଟେଷ୍ଟ : କ୍ଲିନସୁଇପ୍ ଲକ୍ଷ୍ୟରେ ଭାରତ

ରାଞ୍ଚି : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନିଟିକିଆ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚ ଆସନ୍ତାକାଲିଠାରୁ ଝାଡଖଣ୍ଡର ରାଞ୍ଚିରେ ଖେଳାଯିବ। ପୂର୍ବରୁ ଦୁଇଟି ଟେଷ୍ଟରେ ବିଜୟ ସହ ସିରିଜ ଜିତି ସାରିଥିବା…
Read More...

ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟାକାଣ୍ଡରେ ରହିଛି ଶାସକ ଦଳର କର୍ମୀଙ୍କ ସଂପୃକ୍ତି: କଂଗ୍ରେସ

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ରାଜାନୀତି ଜୋର ଧରିଛି। ତାଙ୍କୁ ହତ୍ୟା କରାଯାଇଛି ଏବଂ ଏହି ହତ୍ୟାକାଣ୍ଡରେ…
Read More...

‘ଜର୍ସୀ’ ରିମେକ୍‌ରେ ଶାହିଦଙ୍କ ସହ ମୃଣାଳ!

ମୁମ୍ବଇ : ଛୋଟ ପରଦାରୁ ଯାଇ ଖୁବଶୀଘ୍ର ବଲିଉଡ଼ରେ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଆଉ ଏକ ଚଳଚ୍ଚିତ୍ରର ଅଫର୍‍ ମିଳିଛି। ଲୋକପ୍ରିୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଜର୍ସୀ’ର ହିନ୍ଦୀ ରିମେକ୍‌ରେ…
Read More...

ତ୍ରିଲୋଚନପୁରରେ ମାଓପୋଷ୍ଟର

କଳାହାଣ୍ଡି: ଲାଞ୍ଜିଗଡର ବିଜେପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଠାରୁ ଆମଗୁଡାକୁ ସଂଯୋଗ କରୁଥିବା ରାସ୍ତାରେ ଶୁକ୍ରବାର  ମାଓବାଦୀଙ୍କ ଏକ ପୋଷ୍ଟର ଦେଖିବାକୁ ମିଳିଛି। ପଞ୍ଚାୟତରେ ଚାଲିଥିବା ଅସ୍ଥାୟୀ ସିଆରପିଏଫ…
Read More...

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଚାଲିଛି ଶହ ଶହ ଟ୍ରିପ ବାଲି ଚାଲାଣ, ହଜାର ହଜାର ଟଙ୍କା ରାଜସ୍ୱ କ୍ଷତି

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଜୟପାଟଣା ଗାଇଧାର ନଦୀରୁ ଜେସିବି ଲଗାଇ ଦିନକୁ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଛି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନି। ଗାଇଧାର ନଦୀରେ ଥିବା କୁଳ ଗୁଡିକ ବିପଦ ସଂକୁଳ…
Read More...

୨୦୨୦ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟ ହେବ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ

ଭୁବନେଶ୍ୱର: ଆସନ୍ତାବର୍ଷ ଗାନ୍ଧୀ ଜୟନ୍ତୀ ସୁଦ୍ଧା ଓଡିଶା ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ହେବ ବୋଲି ଘୋଷଣା କରାଯାଇଛି। ସହରାଞ୍ଚଳ ପରେ ବର୍ତ୍ତମାନ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ମଧ୍ୟ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ…
Read More...

ପାକିସ୍ତାନ ଟେଷ୍ଟ ଓ ଟ୍ବେଣ୍ଟି-୨୦ ଅଧିନାୟକ ପଦରୁ ସର୍ଫରାଜ ବହିଷ୍କୃତ

କରାଚି : ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଶୁକ୍ରବାର ଅଧିନାୟକ ପଦରୁ ବହିଷ୍କାର କରିଛି। ସର୍ଫରାଜଙ୍କୁ ଉଭୟ ଟେଷ୍ଟ ଓ ଟ୍ବେଣ୍ଟି-୨୦ କ୍ରିକେଟର…
Read More...