Browsing Tag

odia news

ଏଞ୍ଜେଲା ମର୍କେଲଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ, ଜର୍ମାନୀ ସହ ସ୍ବାକ୍ଷର ହୋଇପାରେ ୨୦ରୁ ଅଧିକ ରାଜିନାମା

ନୂଆଦିଲ୍ଲୀ: ଜର୍ମାନୀ ଚାନ୍‌ସେଲର ଏଞ୍ଜେଲା ମର୍କେଶ ୨ଦିନିଆ ଭାରତରେ ଗସ୍ତରେ ଆସି ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ମର୍କେଲ ଏଠାରେ ପହଞ୍ଚିବା ପରେ ରାଷ୍ଟ୍ରପତି ଭବନରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପରେ…
Read More...

ବିଜେପି-ଶିବସେନା କଳି; ସମାଧାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀ ଦାବି କଲେ କୃଷକ

ମୁମ୍ବଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ବିଜେପି ଏବଂ ଶିବସେନା ମେଣ୍ଟ ସରକାର ଗଢ଼ିବାକୁ ଚାହୁଁଥିଲେ ହେଁ ଉଭୟ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ…
Read More...

ମା’ଲକ୍ଷ୍ମୀଙ୍କ ପ୍ରସନ୍ନତା ପାଇଁ ଜାଣନ୍ତୁ ଏହି ବାରର ମହତ୍ତ୍ୱ ଓ ଉପାୟ

ମା’ଲକ୍ଷ୍ମୀଙ୍କୁ ଐଶ୍ୱର୍ଯ୍ୟ , ବୈଭବ ଓ ଧନସମ୍ପତ୍ତିର ଦେବୀ ବୋଲି କୁହାଯାଏ। ସାଧାରଣତଃ ଗୁରୁବାର ମା’ଙ୍କ ବାର ଓ ଏହି ଦିନ ପୂଜାର୍ଚ୍ଚନା କଲେ ମା’ଙ୍କ କୃପା ପ୍ରାପ୍ତି ହୋଇଥାଏ ବୋଲି ସଭିଏଁ ଜାଣନ୍ତି। ମାତ୍ର ପୌରାଣିକ…
Read More...

ଦିଲ୍ଲୀ ବିମାନବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ; ଆରଡିଏକ୍ସ ଥିବା ଆଶଙ୍କାରେ ଯାତ୍ରୀ ଭୟଭୀତ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସନ୍ଦିଗ୍ଧ ଅବସ୍ଥାରେ ଏକ ବ୍ୟାଗ ମିଳିଛି। ଗୁରୁବାର ରାତି ପ୍ରାୟ ୩ଟାରେ ଟର୍ମିନାଲ ୩ରେ ଉକ୍ତ ବ୍ୟାଗଟିକୁ ଦେଖିବାକୁ ମିଳିଥିଲା। ଏହା ପରେ…
Read More...

ପୋଖରୀ ଭିତରେ ପଥରରେ ଛେଚି ଶିକ୍ଷକଙ୍କୁ ହତ୍ୟା

ଦେବଗଡ଼: ନିଜ ପୋଖରୀ ଭିତରେ ଜଣେ ଶିକ୍ଷକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣିପଡ଼ା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ଶିକ୍ଷକ ଆଶୁତୋଷ ପଟେଲ(୩୫)ଙ୍କ ମୃତଦେହକୁ…
Read More...

ହକି ମ୍ୟାଚ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ଭୁବନେଶ୍ଵର: ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି ଏଫଆଇଏଚ ହକି ଅଲିମ୍ପିକ୍ସ କ୍ବାଲିଫାୟାର୍ସ ମ୍ୟାଚ। ଶୁକ୍ରବାର ସନ୍ଧ୍ୟାରେ ପ୍ରଥମ ମ୍ୟାଚ ଆରମ୍ଭ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜଧାନୀରେ…
Read More...

ଦେଶୀ ମଦ କାରବାରରେ ଅଭିଯୋଗରେ ମହିଳା ଗିରଫ

ଖୁଣ୍ଟା: ଖୁଣ୍ଟା ଥାନା ଅନ୍ତର୍ଗତ ଟାଙ୍ଗଣା ଗ୍ରାମରେ ଗୁରୁବାର ଖୁଣ୍ଟା ଅବକାରୀ ବିଭାଗ ଦ୍ୱାରା ଚଢଉ କରାଯାଇ ଜନୈକା ମହିଳାଙ୍କୁ ଦେଶୀ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଛି। ଗିରଫ ମହିଳା ଜଣଙ୍କ…
Read More...

ରାତି ପାହିଲେ ଷାଣ୍ମାସିକ ପରୀକ୍ଷା, ସ୍କୁଲରେ ପହଞ୍ଚିନି ପ୍ରଶ୍ନପତ୍ର

ବଡ଼ସାହି: ସମଗ୍ର ରାଜ୍ୟରେ ଏକ ସାଙ୍ଗରେ ଓ ସମାନ ପ୍ରଶପତ୍ରରେ ୧ମରୁ ୮ମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା (ପ୍ରଥମ ସମାପ୍ତି ସୂଚକ ଆକଳନ) ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ଏହା…
Read More...

କ୍ରୀଡା ପ୍ରତିଯୋଗିତାର ଉଦ୍ଦେଶ୍ୟ ପୁରସ୍କାର ଲାଭ ନୁହେଁ ଶୃଙ୍ଖଳମୟ ଓ ସୁସ୍ଥ ଜୀବନର ମୂଲ୍ୟବୋଧ ହେଉ

କଲମପୁର : ଆମର ସମସ୍ତ ଉଦ୍ୟମ ଓ ସମସ୍ତ ପ୍ରଚେଷ୍ଟା କ୍ରୀଡାର ମହାନ ଆଦର୍ଶ ପାଇଁ ନିୟୋଜିତ ହେବ। ଆମେ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପୁରସ୍କାର ଲାଭ ନୁହେଁ, ଶୃଙ୍ଖଳମୟ, ସୁସ୍ଥ ଓ ସୁରକ୍ଷିତ ଜୀବନର ମୂଲ୍ୟବୋଧ ହିଁ ଏହାର…
Read More...