BJD Bijuli 480×75 Mob
Browsing Tag

news

ଜାଲରେ ଫସିଲା କୁମ୍ଭୀର, ମିଳିଲା ୧୦ରୁ ୧୫ କେଜି ସୁନା

ବାଲେଶ୍ୱର : ବାଲେଶ୍ୱର ଜିଲାରେ ମାଲୁଆଙ୍କ ଜାଲରେ ରବିବାର ପଡ଼ିଛି ଏକ କୁମ୍ଭୀର। ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମାଲୁଆଙ୍କ ଜାଲରେ ମାଛ ବଦଳରେ କୁମ୍ଭୀରଟି ପଡ଼ିଯାଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ୩ ଫୁଟ ହେବ…
Read More...

ତିନିକୋଶିଆ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଜବତ

ନୀଳଗିରି/ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି-କପ୍ତିପଦା ପୂର୍ତ୍ତ ରାସ୍ତାର ସଜନାଗଡ଼ ସ୍ଥିତ ତିନିକୋଶିଆ ଜଙ୍ଗଲରେ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣଙ୍କ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା…
Read More...

ମାଲକାନଗିରିରେ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି। ରବିବାର ଆନ୍ଧ୍ର-ଛତିଶଗଡ ଶେଷ ସିମା ମୋଟୁ ତ୍ରିବେଣୀ ସଙ୍ଗମ ଚିନା ଗୋଦାବରୀ ନଦୀ କୂଳରେ ପାରମ୍ପରିକ ରୀତିନୀତିରେ…
Read More...

ପୋଖରୀରେ ବୁଡ଼ି ନାବାଳକ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ପାଳପୁର ଗାଁରେ ରବିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ପାଳପୁର ଗାଁର ଜଣେ ନାବାଳକ ଡ଼ମ୍ବରୁଧର ଦାସଙ୍କ (୧୬)ଙ୍କ ମୃତ୍ୟୁ ହୋଇଛି। ଡ଼ମ୍ବରୁଧର ପୋଖରୀକୁ ମାଛ ଧରିବାକୁ…
Read More...

ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ବଡ଼ସାହି-ଡୁକୁରା ରାସ୍ତାର ଆମ୍ବଡାଳି ନିକଟରେ ଶନିବାର ରାତିରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଯାତ୍ରା ଦରବାରର ମାଲିକଙ୍କ ଭାଇ ଓ ମ୍ୟାନେଜରଙ୍କ ନିକଟରୁ ୭୦…
Read More...

ଲୁଟେରା ଗ୍ୟାଙ୍ଗ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଲୁଟ ଘଟଣାର ପୁଲିସ ପର୍ଦ୍ଦାଫାଶ କରିବା ସହ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଲୁଟରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ସେଠ, ରାଜୀବ ପାତ୍ର, ଆଶୁତୋଷ…
Read More...

ବାଙ୍ଗିରିପୋଷି ହତ୍ୟା ଘଟଣାର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ଗିରଫ

ବାରିପଦା : ବାଙ୍ଗିରିପୋଷି ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି। ସୂଚନା ଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଧିନ…
Read More...

ବଜେଟ ୨୦୨୦-୨୧ : ୬ ଲକ୍ଷ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସ୍ମାର୍ଟ ଫୋନ

ନୂଆଦିଲ୍ଲୀ : ଆଜି ବଜେଟ ୨୦୨୦-୨୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ୨ୟ ବଜେଟ ଉପସ୍ଥାପନ ଜାରି ରଖିଛନ୍ତି। ଅର୍ଥମନ୍ତ୍ରୀ ବଜେଟର ଭାଷଣରେ ମାଛ ଚାଷ ଠାରୁ ଆରମ୍ଭ…
Read More...

ଯୌତୁକ ଦେଲେନି ଯୁବକ , ଭାଙ୍ଗିଲା ବାହାଘର

ହରିଦ୍ୱାର :  ଯୌତୁକ ପାଇଁ ଯୁବତୀଙ୍କ ବାହାଘର ଭାଙ୍ଗିଗଲା। ଏଭଳି କଥା ଆପଣ ବହୁବାର ଶୁଣିଥିବେ। ମାତ୍ର ଶୁକ୍ରବାର ହରିଦ୍ୱାର ରୁଡ଼କୀର ଗଙ୍ଗନହର କୋତବାଲୀରେ ଏହାର ଠିକ ବିପରୀତ ଘଟଣା ଦେଖିବାକୁ ମିଳିଛି। ଯୁବକ ପକ୍ଷଙ୍କୁ…
Read More...

ସିଏଏକୁ ସମର୍ଥନ କରି ଯାଜପୁରରେ ବଜରଙ୍ଗ ଦଳ ପକ୍ଷରୁ ବାଇକ ଯାତ୍ରା

ଯାଜପୁର: ସିଏଏକୁ ସମର୍ଥନ କରି ଯାଜପୁର ନଗର ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସଂସଦ ଦ୍ୱାରା ଗତ ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ଆଇନକୁ…
Read More...