Browsing Tag

news

ବାଲେଶ୍ୱର ଗସ୍ତରେ ଡ଼ିଜିପି ଅଭୟ

ବାଲେଶ୍ୱର : ବାଲେଶ୍ୱରରେ ‘ମୋ ସରକାର’ ଓ ୫ଟି କାର୍ଯ୍ୟକାରିତା ନେଇ ଡ଼ିଜିପି ଅଭୟ ମଙ୍ଗଳବାର ସମୀକ୍ଷା କରିବେ। ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ୩ଟି ଜିଲାର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବେ। ଏହି ସମୀକ୍ଷା ବୈଠକରେ…
Read More...

ପାନୀୟ ଜଳ ଦାବିରେ ମହିଳାଙ୍କ ରାସ୍ତାରୋକ ; ଗମନାଗମନ ପ୍ରଭାବିତ

ଢେଙ୍କାନାଳ : ପାନୀୟ ଜଳ ପାଇଁ ମହିଳାମାନେ ହାତରେ ଗରା ବାଲଟି ଧରି ସୋମବାର ରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲାର ୯ ନମ୍ବର ୱାର୍ଡ଼ ଫଟାବନ୍ଧ ନିକଟରେ ଦେଖିବାକୁ ମିଳିଛି। ପାନୀୟ ଜଳ…
Read More...

ପୋଖରୀରୁ ଗଳିତ ମୃତଦେହ ଉଦ୍ଧାର

କଟକ : କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ ଅନୁଆରି ଗାଁ ପୋଖରୀରୁ ସୋମବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏଯାବତ୍‍ ମିଳିପାରି ନାହିଁ। ତାଙ୍କର ମୃତ୍ୟୁର କାରଣ ମଧ୍ୟ…
Read More...

ତେଜରାତି ଦୋକାନରେ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରାଉରକେଲା : ରାଉରକେଲାର ପାନପୋଷ ହକି ଛକରେ ସୋମବାର ଏକ ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ବହୁ କ୍ଷୟକ୍ଷତି ହୋଇଛି। ହକି ଛକରେ ଥିବା ଦୀନବନ୍ଧୁ…
Read More...

ସିଟି ହସ୍ପିଟାଲ ଦାବିରେ ବରଗଡରେ ବନ୍ଦ ପାଳନ; ସହରରେ ଉତ୍ତେଜନା

ବରଗଡ଼ : ବରଗଡ ସହରବାସୀ ସିଟି ହସ୍ପିଟାଲ ଦାବିରେ ସୋମବାର ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନ ଫଳରେ ସହରରେ ଉତ୍ତେଜନା ସୃଷ୍ଟି ହେବା ସହ ଜିଲା ମୁଖ୍ୟ ମେଡ଼ିକାଲ ସମ୍ମୁଖରେ ସହରବାସୀ ଏହି ଆନ୍ଦୋଳନ କରିଛନ୍ତି। ଖବର ପାଇ ବରଗଡ଼…
Read More...

ବିଷ ପିଇ ମହିଳାଙ୍କ ମୃତ୍ୟୁ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ବଣତାଳପଦା ଗ୍ରାମର ଜଣେ ମହିଳା ବିଷପିଇ ରବିବାର ମୄତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ଉକ୍ତ ଗ୍ରାମର ଜୁଇମଣି ବେହେରା(୫୫) । ଖବର ପାଇ ବଡସାହି ପୁଲିସ…
Read More...

ଝାଉଁ ବଣରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଜଗତସିଂହପୁର : ଜଗତସିଂହପୁର ଜିଲା ଅନ୍ତର୍ଗତ ପାରାଦୀପ ସମୁଦ୍ର କୂଳ ଝାଉଁ ଜଙ୍ଗଲରୁ ରବିବାର ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ନୂଆବଜାର ହରିବୋଲିଆ ମଠ ନିକଟସ୍ଥ ପ୍ରମୋଦ କାମିଲା…
Read More...

ଝାଡ଼ାବାନ୍ତିରେ ୨୫ ରୁ ଅଧିକ ଆକ୍ରାନ୍ତ

କୋରାପୁଟ : କୋରାପୁଟ ଜିଲା ଜୟପୁର ଅନ୍ତର୍ଗତ ବୈପାରୀଗୁଡ଼ା କୁରୁକୁଟି ଗାଁରେ ଝାଡ଼ାବାନ୍ତିରେ ୨୫ ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ରବିବାର ଜଣାପଡ଼ିଛି। ସେମାନଙ୍କୁ ବୈପାରୀଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।…
Read More...

୬ ଘଣ୍ଟାର ପରିଶ୍ରମ ପରେ ପାହାଡ଼ ଖାଲରୁ ଉଦ୍ଧାର ହେଲା ହାତୀ

ଗଞ୍ଜାମ: ଦୀର୍ଘ ୬ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ରବିବାର ଖାଲରୁ ଉଦ୍ଧାର ହେଲା ମାଈ ହାତୀ। ଗଞ୍ଜାମ ଜିଲା ଅନ୍ତର୍ଗତ ଅଲାରିଗଡ଼ ନିକଟ ଜେନାଖୋଲ ପାହାଡ଼ ଖାଲରେ କୋଣସି କାରଣବଶତଃ ମାଈ ହାତୀଟି ଖସିପଡ଼ିଥିଲା।…
Read More...

ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର

ମାଲକାନଗିରି : ମାଲକାନଗିରି ଜିଲା ଅନ୍ତର୍ଗତ ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ରବିବାର ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ଚେତାବନୀ ବନାମ ସଚେତନତାର ପୋଷ୍ଟର ଲାଗିଥିବା ସହ ପୁଲିସ…
Read More...