Browsing Tag

News Headlines@5pm

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

– ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ। – ଆଜି ମଧ୍ୟ ରାତ୍ରୀରୁ ୮୦ରୁ୯୦ କିଲୋମିଟର ବେଗରେ ପବନ ବହିବ। ଆସନ୍ତାକାଲି ସକାଳ ବେଳକୁ…
Read More...

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆମେ ଏକ ସମୟରେ ଦୁଇଟି ବଡ ବିପଦର ସାମନା କରୁଛେ, ସ୍ଥାନାନ୍ତର ପାଇଁ ପ୍ରଶାସନକୁ ପୁରା ସହଯୋଗ…
Read More...

ସନ୍ଧ୍ୟା ୫ଟା ସୁଦ୍ଧା ମୁଖ୍ୟ ଖବର (୨୩ ମେ ୨୦୨୧)

– ବାତ୍ୟା ‘ୟସ’ର ମୁକାବିଲା ପାଇଁ ଏନ୍‌ଡିଏମ୍‌ଏ, ଟେଲିକମ, ଶକ୍ତି, ଭୂବିଜ୍ଞାନ ସଚିବଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା। – ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହାୟତା ସମ୍ପର୍କରେ ଅବଗତ କରାଗଲା।…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

–ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପ୍ରତିକ୍ରିୟା। ଆଜି ସକା​ଳେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହେବ। –୨୪ ତାରିଖ ସକାଳେ ଏହା…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

–ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଜିଭିଭି ଶର୍ମା ହେଲେ ରାଜସ୍ବ ପର୍ସଦ ସଭ୍ୟ। ସିଜେ ବେଣୁଗୋପାଳ ହେଲେ କେବିକେ ମୁଖ୍ୟ ପ୍ରଶାସକ – ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ଶାସନ…
Read More...

ସନ୍ଧ୍ୟା ୫ ଟା ମୁଖ୍ୟ ଖବର

–ପିନାରାଇ ବିଜୟନ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତି; ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ –କୋଭିଡ୍ ନିୟମ ଭାଙ୍ଗିଛନ୍ତି ୩,୧୬,୬୮୨ ଜଣ, ଅମାନିଆଙ୍କଠୁ ୯…
Read More...

ରାତି ୮ଟା – ମୁଖ୍ୟ ଖବର

– ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଆଶଙ୍କା। ୭ରୁ ୧୦ ଦିନ ଭିତରେ ସଂକ୍ରମଣ ଶୀର୍ଷ ଛୁଇଁ କ୍ରମଶଃ ହ୍ରାସ ପାଇବ। ଏବେ ତାଲାବନ୍ଦ ଯୋଗୁ ସମାନ୍ତରାଳ ସ୍ଥିତିରେ ଓଡ଼ିଶା। – ଓଡ଼ିଶାରେ ସଂକ୍ରମଣ…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

-ବଙ୍ଗୋପସାଗରରେ ଆସୁଛି ବାତ୍ୟା, ୨୬ରେ ଉପକୁଳ ମୁହାଁଇବ। ୨୨ରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ: ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

– ଘରୋଇ ଡାକ୍ତରଖାନା ଓ ଘରୋଇ ଆମ୍ବୁଲାନ୍ସ ପାଇଁ ଦର ନିର୍ଦ୍ଧାରଣ କଲେ ସରକାର। ଦର ନିର୍ଦ୍ଧାରଣ ନେଇ ବିଜ୍ଞପ୍ତି ପ୍ରକାଶ କଲା ରାଜ୍ୟ ପରିବହନ ବିଭାଗ – ଭୁବନେଶ୍ବରରେ ମାଛ ବ୍ୟବସାୟ ନାମରେ ବ୍ରାଉନ ସୁଗାର ବ୍ୟବସାୟ,…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

–ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏସ୍‌ଓପି। ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହର ଉପକଣ୍ଠ ପାଇଁ ନୂଆ ଏସ୍‌ଓପି ଜାରି। ସର୍ଭେଲାନ୍ସ, ସ୍କ୍ରିନିଂ ଓ ଆଇସୋଲେସନ୍‌କୁ ଫୋକସ ପାଇଁ…
Read More...