Browsing Tag

mahakumbha mela

ଶିବ ରାତ୍ରିରେ ଶେଷ ମହାସ୍ନାନ: ଆଜି ସରିବ ଆସ୍ଥାର ମହାକୁମ୍ଭ

ପ୍ରୟାଗରାଜ : ଅଧ୍ୟାତ୍ମ ରଙ୍ଗରେ ରଙ୍ଗାୟିତ ପାବନ କ୍ଷେତ୍ର ପ୍ରୟାଗରାଜରେ ଦୀର୍ଘ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭର ଆଜି ସମାପନ ଦିବସ। ଇତିମଧ୍ୟରେ ସୋମବାର ସନ୍ଧ୍ୟା ସୁଦ୍ଧା ୬୩ କୋଟି ୩୬ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ…
Read More...

ମହାକୁମ୍ଭରେ ଦଳାଚକଟା: ୧୦ରୁ ଉର୍ଦ୍ଧ୍ବ ମୃତ ! ଆଜି ପାଇଁ ଅମୃତ ସ୍ନାନ ବାତିଲ୍

ପ୍ରୟାଗରାଜ : ମୌନୀ ଅମାବାସ୍ୟାରେ  ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନ ସମାଗମ ହେତୁ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟିଛି।  ପ୍ରୟାଗରାଜ ସଙ୍ଗମ ସ୍ଥଳ ନିକଟରେ ଦଳାଚକଟା ହୋଇଛି। ଠେଲାପେଲା ଯୋଗୁଁ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କର…
Read More...

ମହାକୁମ୍ଭରେ ଜଳିଗଲା ୧୮ ତମ୍ବୁ

ପ୍ରୟାଗରାଜ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ରବିବାର ଅଘଟଣ ଘଟିଛି। ୧୯ ନମ୍ବର ସେକ୍ଟରସ୍ଥିତ ଗୋଟିଏ ତମ୍ବୁରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବାରୁ ନିଆଁ ଲାଗିଥିଲା। ଆଖି ପିଛୁଳାକେ ଏହି…
Read More...