Browsing Tag

loot

ରାଜଧାନୀରେ ମାତିଛନ୍ତି ଲୁଟେରା ; ଇଞ୍ଜିନିୟରଙ୍କ କାରରୁ ଲୁଟ୍ ଅଭିଯୋଗ

ଭୁବନେଶ୍ବର : ଦିନ ଦ୍ବିପ୍ରହରରେ ଜଣେ ଇଞ୍ଜିନିୟରଙ୍କ କାରରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ନୟାପଲ୍ଲୀ ପାସପୋର୍ଟ କାର୍ଯ୍ୟାଳୟ ସମ୍ମୁଖରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ରାସ୍ତାରେ କାର ରଖି ପାସପୋର୍ଟ…
Read More...

ଛୁରାମାଡ଼ କରି ଟଙ୍କା ଓ ସୁନାଗହଣା ଲୁଟ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମେଡ଼ିକାଲ ବ୍ୟାଙ୍କ କଲୋନି ନିକଟସ୍ଥ ବିଜୟବିହାର ଠାରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ୩ଟା ସମୟରେ କିଛି ଦୁର୍ବୃତ୍ତ ପୂର୍ବତନ…
Read More...

ବ୍ୟବସାୟୀଙ୍କୁ ଆକ୍ରମଣ କରି ଦେଢ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ଅମନ୍ତପୁର ଠାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ୟବସାୟୀଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଦେଢ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି।…
Read More...

ଦୋକାନ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଲୁଟ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲାସ୍ଥିତ ସୋର ବ୍ଲକ ଗୋପାଳପୁର ବଜାରରେ ଶନିବାର ବିଳମ୍ବିତ ରାତିରେ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରାତିରେ ପ୍ରାୟ ୪ଟି ଦୋକାନର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଲୁଟ ହୋଇଥିବା ସୂଚନା…
Read More...

ଅଭିନବ ଉପାୟରେ ସୁନା ଦୋକାନରୁ ଲୁଟ ଅଭିଯୋଗ

କଳାବାଡ଼ିଆ : ମୟୂରଭଞ୍ଜ ଜିଲା କୁଳିଅଣା ବଜାରରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। କୁଳିଅଣା ବଜାରରେ ଥିବା ଏକ ସୁନା ଦୋକାନରୁ ୫ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି।…
Read More...

ଦିନ ଦ୍ବିପ୍ରହରରେ ଲୁଟ୍ ଅଭିଯୋଗ

କଣ୍ଟାବାଞ୍ଜି : ଦିନ ଦ୍ବିପ୍ରହରରେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣଙ୍କ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇ ଘରକୁ ଯାଉଥିବା କଣ୍ଟାବାଞ୍ଜି ରାସ୍ତାରେ ବାଇକରେ ଦୁର୍ବୃତ୍ତ ଆସି ଟଙ୍କା…
Read More...

ଆଇନଜୀବୀଙ୍କ ଘରୁ ଚୋରି ଅଭିଯୋଗ

ବ୍ରହ୍ମପୁର: ଜଣେ ଆଇନଜୀବୀଙ୍କ ଘରୁ ସୁନା ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ବ୍ରହ୍ମପୁର ରାମକୃଷ୍ଣ ନଗର ୪ର୍ଥ ଲାଇନରେ ରହୁଥିବା ଆଇନଜୀବୀ କେଶବଚନ୍ଦ୍ର ମହାନ୍ତିଙ୍କ ଘରେ କେହି ନଥିବା ବେଳେ…
Read More...

ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ ଅଭିଯୋଗ

ଖୋର୍ଦ୍ଧା : ଦିନ ଦିପହରରେ ମୁଣ୍ଡରେ ବନ୍ଧୁକ ଲଗାଇ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଜଙ୍କିଆ ଥାନା ଅନ୍ତର୍ଗତ କମାଗୁରୁ ରାସ୍ତାରେ ଉକ୍ତ ସୁନା ବ୍ୟବାସାୟୀ ନିଜ ଦୋକାନକୁ ଯାଉଥିବା ବେଳେ…
Read More...

ଲୁଟ୍ ଉଦ୍ୟମ ବେଳେ ଟ୍ରକ ତଳେ ଚାପି ହୋଇ ଲୁଟେରା ମୃତ

ରାଉରକେଲା : ରାଉରକେଲାର ବାଗଡେଗା ଘାଟିରେ ଲୁହା ବୋଝେଇ ଟ୍ରକରୁ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଲୁଟେରାଙ୍କ ମୃତ୍ୟୁ ହୋଇଛି। ଏହାସହ ୩ଜଣ ଲୁଟେରା ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ…
Read More...

ମାରଣାସ୍ତ୍ର ଦେଖାଇ ଗହଣା ଦୋକାନୀଙ୍କ ଠାରୁ ଲୁଟ ଅଭିଯୋଗ

ସୋର : ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର ଭୋଗପୁର ଗାଁ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଗହଣା ଦୋକାନୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧କେଜି ରୂପା ଗହଣା, ୫୦ ଗ୍ରାମ ସୁନା ଗହଣା, ୨୦…
Read More...