Browsing Tag

loot

ଏଟିଏମ ଭାଙ୍ଗି ଲୁଟ ଅଭିଯୋଗ

ବାଲେଶ୍ୱର :  ତାଳପଦା ବଜାରରେ ଥିବା ଟାଟା ଇଣ୍ଡିକାସ ଏଟିଏମରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ଦୁର୍ବୃତ୍ତମାନେ ଏଟିଏମ ତାଡ଼ି ନେଇ ଏହି ଲୁଟ କରିଥିବା ଜଣାପଡ଼ିଛି। କେତେ ଟଙ୍କା ଲୁଟ ହୋଇଛି ତାହା…
Read More...

ସିନେମା ଢଙ୍ଗରେ ମହିଳାଙ୍କଠାରୁ ଲୁଟ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁରର ବଡ଼ବଜାର ଥାନା ଖାସ୍ତା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ପରିଚୟ ଦେଇ ବିଧବା ମହିଳାଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ୨ ଜଣ ଦୁର୍ବୃତ୍ତ ୭ ଭରି ସୁନା ଅଳଙ୍କାର ଲୁଟ କରିଥିବା…
Read More...

ପୁଲିସ ପରିଚୟ ଦେଇ ନର୍ସଙ୍କ ଠାରୁ ସୁନା ଗହଣା ଲୁଟ ଅଭିଯୋଗ

ବାଲେଶ୍ୱର : ପୁଲିସ ପରିଚୟ ଦେଇ ଜଣେ କର୍ମଜୀବୀ ମହିଳାଙ୍କଠାରୁ ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ସୋର କୋର୍ଟ ଛକ ନିକଟରେ ଘଟିଛି । ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର ଡାକ୍ତରଖାନାର…
Read More...

ସେସୁ କର୍ମଚାରୀଙ୍କ ଘରୁ ଡ଼କାୟତି

କାମାକ୍ଷାନଗର : ଢେଙ୍କାନାଳ ଜିଲା ତୁମୁଶିଙ୍ଗା ଥାନା ଅଞ୍ଚଳ ପଣ୍ଡୁଆ ଛକରେ ଶନିବାର ବିଳମ୍ବିତ ରାତିରେ ଜଣେ ସେସୁ କର୍ମଚାରୀଙ୍କ ଘରେ ସଶସ୍ତ୍ର ଡ଼କାୟତି ହୋଇଥିବା ଅଭିଯୋଗ ହୋଇଛି। ଡ଼କାୟତମାନେ ନଗଦ ସାଢେ ୩ ଲକ୍ଷ ଟଙ୍କା…
Read More...

ଏଟିଏମ ଭାଙ୍ଗି ଟଙ୍କା ଲୁଟ ଅଭିଯୋଗ

ସାଲେପୁର : ରାଇସୁଙ୍ଗୁଡ଼ା ସ୍ଥିତ ଏସବିଆଇର ୨ଟି ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଛି। ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ ରାତିରେ ଏହି ଲୁଟ କରିଥିବା ସୂଚନା ମିଳିଛି। କେତେ ଟଙ୍କା ଲୁଟ ହୋଇଛି ତାହା ତାହା ସ୍ପଷ୍ଟ…
Read More...

ମନ୍ଦିରରୁ ଲୁଟ ଅଭିଯୋଗ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣା କଟକ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…
Read More...

ମନ୍ଦିରରୁ ଲୁଟ୍ ଅଭିଯୋଗ

ଖୋର୍ଦ୍ଧା: ଜଟଣୀ ଥାନା ଅନ୍ତର୍ଗତ ପାତ୍ରପଡା ମଦନମୋହନ ମନ୍ଦିରରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିରର କବାଟ ଭାଙ୍ଗୀ ହୁଣ୍ଡି, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଦୁର୍ବୃତ୍ତ ମାନେ ଲୁଟି ନେଇଛନ୍ତି ।…
Read More...

ଶିକ୍ଷୟିତ୍ରୀଙ୍କ ବେକରୁ ସୁନାହାର ଛିଣ୍ଡାଇ ଦୁର୍ବୃତ୍ତ ଚମ୍ପଟ

ନୀଳଗିରି : ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ହାର ଲୁଟ କରି ନେଇଛନ୍ତି। ବାଲେଶ୍ବର ଜିଲା ନୀଳଗିରି ଆର.କେ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ସୀମାମଣି ପୁରୀ (୩୦) ଏହି ଲୁଟର ଶିକାର ହୋଇଛନ୍ତି। ସେ…
Read More...

ବ୍ୟାଙ୍କରୁ ଡ଼କାୟତି ଉଦ୍ୟମ ଅଭିଯୋଗ

କୁଚିଣ୍ଡା : ଜମନକିରା ଏସବିଆଇ ଶାଖାରୁ ଡ଼କାୟତି ପାଇଁ ଉଦ୍ୟମ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବ୍ୟାଙ୍କର ସାଇରନ ବାଜିବାରୁ ପାଟ୍ରୋଲିଂ କରୁଥିବା ପୁଲସି ପହଞ୍ଚିଥିଲା। ଡ଼କାୟତି ପାଇଁ ଉଦ୍ୟମ କରୁଥିବା ସମୟରେ…
Read More...

ରୋଗୀ ହୋଇ ଲୁଟ କଲେ ଦୁର୍ବୃତ୍ତ

ନବରଙ୍ଗପୁର : ରୋଗୀ ପରିଚୟ ଦେଇ ଡ଼ାକ୍ତରଙ୍କ ଘରୁ ଲୁଟ ଅଭିଯୋଗ ହୋଇଛି। ୪ ଜଣ ଡ଼କାୟତ ଏହି ଲୁଟ କରିଥିବା ଜଣାପଡ଼ିଛି। ଏକ ସରକାରୀ ମେଡ଼ିକାଲର ଡ଼ାକ୍ତରଙ୍କ ଘରୁ ଏହି ଡ଼କାୟତି ହୋଇଛି। ସୂଚନା ଅନୁଯାୟୀ, ଲୁଟେରାମାନେ…
Read More...