mission shakti banner
Browsing Tag

loot

ଘର ଭିତରୁ ଟଙ୍କା ଓ ସୁନା ଲୁଟ

ସୋର : ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଡ଼ାକ୍ତରଖାନା ନିକଟରେ ଥିବା ଜଣଙ୍କ ଘରେ ପଶି ଟଙ୍କା ଓ ସୁନା ଲୁଟ କରିଛନ୍ତି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୁହଁରେ…
Read More...

ମନ୍ଦିରରୁ ଲୁଟ ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗାଁର ଧବଳେଶ୍ୱର ଓ ପାଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…
Read More...

୩ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା : ତୋଟାପଡା ଛକରୁ ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ଛଡାଇ ନେଇଛନ୍ତି। ଦୁର୍ବୃତ୍ତମାନେ ପଲସର ଗାଡିରେ ଆସି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ଟଙ୍କା ଛଡାଇ ନେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ,…
Read More...

ହାତଗୋଡ ବାନ୍ଧି ଲୁଟି ନେଲେ ସୁନା ଅଳଙ୍କାର

ଭୁବନେଶ୍ବର : କାନନବିହାରରେ ଜଣଙ୍କ ଘରୁ ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଲୁଟେରାମାନେ ଘରେ ପଶି ପରିବାର ସଦସ୍ୟଙ୍କୁ ଭୟଭୀତ କରି ସେମାନଙ୍କ ହାତଗୋଡ ବାନ୍ଧି ପକାଇଥିଲେ। ତାପରେ ଲୁଟେରାମାନେ ଘରୁ ୨୫୦ ଗ୍ରାମର ସୁନା…
Read More...

ଏଟିଏମ ଭାଙ୍ଗି ଲୁଟ ଅଭିଯୋଗ

ବାଲେଶ୍ୱର :  ତାଳପଦା ବଜାରରେ ଥିବା ଟାଟା ଇଣ୍ଡିକାସ ଏଟିଏମରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ଦୁର୍ବୃତ୍ତମାନେ ଏଟିଏମ ତାଡ଼ି ନେଇ ଏହି ଲୁଟ କରିଥିବା ଜଣାପଡ଼ିଛି। କେତେ ଟଙ୍କା ଲୁଟ ହୋଇଛି ତାହା…
Read More...

ସିନେମା ଢଙ୍ଗରେ ମହିଳାଙ୍କଠାରୁ ଲୁଟ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁରର ବଡ଼ବଜାର ଥାନା ଖାସ୍ତା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ପରିଚୟ ଦେଇ ବିଧବା ମହିଳାଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ୨ ଜଣ ଦୁର୍ବୃତ୍ତ ୭ ଭରି ସୁନା ଅଳଙ୍କାର ଲୁଟ କରିଥିବା…
Read More...

ପୁଲିସ ପରିଚୟ ଦେଇ ନର୍ସଙ୍କ ଠାରୁ ସୁନା ଗହଣା ଲୁଟ ଅଭିଯୋଗ

ବାଲେଶ୍ୱର : ପୁଲିସ ପରିଚୟ ଦେଇ ଜଣେ କର୍ମଜୀବୀ ମହିଳାଙ୍କଠାରୁ ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ସୋର କୋର୍ଟ ଛକ ନିକଟରେ ଘଟିଛି । ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର ଡାକ୍ତରଖାନାର…
Read More...

ସେସୁ କର୍ମଚାରୀଙ୍କ ଘରୁ ଡ଼କାୟତି

କାମାକ୍ଷାନଗର : ଢେଙ୍କାନାଳ ଜିଲା ତୁମୁଶିଙ୍ଗା ଥାନା ଅଞ୍ଚଳ ପଣ୍ଡୁଆ ଛକରେ ଶନିବାର ବିଳମ୍ବିତ ରାତିରେ ଜଣେ ସେସୁ କର୍ମଚାରୀଙ୍କ ଘରେ ସଶସ୍ତ୍ର ଡ଼କାୟତି ହୋଇଥିବା ଅଭିଯୋଗ ହୋଇଛି। ଡ଼କାୟତମାନେ ନଗଦ ସାଢେ ୩ ଲକ୍ଷ ଟଙ୍କା…
Read More...

ଏଟିଏମ ଭାଙ୍ଗି ଟଙ୍କା ଲୁଟ ଅଭିଯୋଗ

ସାଲେପୁର : ରାଇସୁଙ୍ଗୁଡ଼ା ସ୍ଥିତ ଏସବିଆଇର ୨ଟି ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଛି। ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ ରାତିରେ ଏହି ଲୁଟ କରିଥିବା ସୂଚନା ମିଳିଛି। କେତେ ଟଙ୍କା ଲୁଟ ହୋଇଛି ତାହା ତାହା ସ୍ପଷ୍ଟ…
Read More...

ମନ୍ଦିରରୁ ଲୁଟ ଅଭିଯୋଗ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣା କଟକ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…
Read More...