ମେ’ ୩୧ ସୁଦ୍ଧା କରନ୍ତୁ ପାନ୍ , ଆଧାର ଲିଙ୍କ୍: ନଚେତ ଭୋଗିବେ ଏହି ଦଣ୍ଡ…
ନୂଆଦିଲ୍ଲୀ : ମେ’ ୩୧ ମଧ୍ୟରେ ଆଧାର କାର୍ଡ ସହ ପାନ୍ କାର୍ଡ ସଂଯୋଗ ନ କଲେ ଦୁଇଗୁଣ ଆୟକର ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଆୟକର ବିଭାଗ ସାମାଜିକ ଗଣମାଧ୍ୟମରେ ଆୟକର ଦାତାଙ୍କୁ ସଚେତନ କରିଛି।…
Read More...
Read More...