Patra electronics
Browsing Tag

elephant

ଗାଁ ଭିତରେ ହାତୀପଲ, ଗ୍ରାମବାସୀ ଭୟଭୀତ

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ରେଞ୍ଜ ଗୁଡ଼ିଆଳି ଗାଁରେ ରବିବାର ସକାଳ ସମୟରେ ୧୨ ରୁ ଅଧିକ ହାତୀ ଗାଁ ଭିତରକୁ ପଶି ଆସିଛନ୍ତି। ପାଚେରୀ ଭାଙ୍ଗିବା ସହ ବାଡ଼ିରେ ଥିବା ପନିପରିବା ମଧ୍ୟ ନଷ୍ଟ କରିଥିବା ସୂଚନା ମିଳିଛି।…
Read More...

ହାତୀ ମୃତ୍ୟୁ ରୋକିବା ପାଇଁ ଅଭିନବ ଉପାୟ; ଲାଗିବ ମହୁମାଛି ଶବ୍ଦ ମେସିନ

ଭୁବନେଶ୍ୱର: ରାଜ୍ୟରେ ହାତୀ ମୃତ୍ୟୁହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରେଳ ଦୁର୍ଘଟଣାରେ ଯୋଗୁଁ ଅଧିକ ସଂଖ୍ୟକ ହାତୀ ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡିଛି । ତେବେ ହାତୀ ମୃତ୍ୟୁ ରୋକିବା ପାଇଁ ରେଳ,…
Read More...

ହାତୀଙ୍କ ଉପଦ୍ରବ

ବାରିପଦା : ବେତନଟି ରେଞ୍ଜ କୁସୁଡ଼ିହା ଜଙ୍ଗଲରେ ହାତୀପଲ ମାତିଛନ୍ତି। ହାତୀପଲରେ ପ୍ରାୟ ୬୦ଟି ହାତୀ ଅଛନ୍ତି। ବଡ଼ାମ୍ବପୁରରେ ୬ଟି ଘର ଭାଙ୍ଗି ଦେଇଛନ୍ତି। ହାତୀଙ୍କୁ ଘଉଡ଼ାଇବା ପାଇଁ ବଡ଼ାମ୍ବପୁର ଗାଁ ଲୋକେ ରାସ୍ତାରୋକ…
Read More...

ବଣାଇରେ ହାତୀପଲ

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇରେ ପୁଣି ହାତୀଙ୍କ ଉପଦ୍ରବ ଦେଖାଯାଇଛି । ବଣାଇ କୁଳିପୋଷ ରେଞ୍ଜରେ ହାତୀପଲ ଆସି ବ୍ୟାପକ ଫସଲ ନଷ୍ଟ କରିଥିବାର ଅଭିଯୋଗ ହୋଇଛି । କେଲ, ଗଡ଼ପୋଷ, ନୂଆଡ଼ିହ, ଖୁଟଗାଁ ଅଞ୍ଚଳରେ ଧାନ ଓ ପରିବା…
Read More...

ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା; ଡ୍ରାଇଭର ନାମରେ ମାମଲା ରୁଜୁ

କେନ୍ଦୁଝର : କେନ୍ଦୁଝର ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ଡ୍ରାଇଭର ନାମରେ ମାମଲା ରୁଜୁ କରାଯାଇଛି। ବନ ବିଭାଗ ଡ୍ରାଇଭର ନାମରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିର କେନ୍ଦୁଝର…
Read More...

ହାତୀ ଶିକାରୀ ଗିରଫ

କଟକ : କଟକ ଜିଲା ଆଠଗଡ଼ ଅନ୍ତର୍ଗତ ବଡ଼ମ୍ବା ଥାନାର ଖଇରିପଙ୍ଗା ଗାଁରୁ ବୁଧବାର ବିଳମ୍ବିତ ରାତିରେ ଜଣେ ହାତୀ ଶିକାରୀକୁ ବନବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି। ଦାନ୍ତ ପାଇଁ ହାତୀ ଶିକାର କରୁଥିବା ଅଭିଯୁକ୍ତ ଜଣକ…
Read More...

ପୁଣି ନୀଳଗିରିରେ ହାତୀ ଆତଙ୍କ

ବାଲେଶ୍ବର : ନୀଳଗିରିରେ ପୁଣି ହାତୀପଲଙ୍କ ଆତଙ୍କ ସୃଷ୍ଟି ହୋଇଛି। ଝାଡଖଣ୍ଡରୁ ୪୦ରୁ ଅଧିକ ହାତୀ ବାଲେଶ୍ବର ଜିଲା ନୀଳଗିରି ମଧ୍ୟକୁ ପଶି ଆସି ଉପଦ୍ରବ ଚଳାଇଥିବା ଦେଖିବାକୁ ମିଳିଛି। ହାତୀପଲ ବ୍ୟାପକ କ୍ଷୟକ୍ଷତି…
Read More...

ବାରିପଦା ଓ ଆଠଗଡରେ ହାତୀଙ୍କ ଉପଦ୍ରବ ; ଲୋକେ ଆତଙ୍କିତ

ମୟୁରଭଞ୍ଜ/କଟକ : ବାରିପଦା ଅନ୍ତଗର୍ତ ରାସଗୋବିନ୍ଦପୁର ରେଞ୍ଜରେ ଝାଡଖଣ୍ଡୀ ହାତୀ ଉପଦ୍ରବ କରିଛନ୍ତି। ଅନ୍ୟପଟେ ଆଠଗଡ ଖୁଣ୍ଟୁଣୀ ରେଞ୍ଜରେ ମଧ୍ୟ ହାତୀ ଆତଙ୍କ ସୃଷ୍ଟି ହୋଇଛି। ହାତୀମାନଙ୍କ ଉପଦ୍ରବ ଯୋଗୁଁ ଯାତାୟତ…
Read More...

କୂଅରେ ପଡି ରହିଛି ଦନ୍ତା ହାତୀ, ଉଦ୍ଧାର କାର୍ଯ୍ୟ ଜାରି

ଢେଙ୍କାନାଳ: ଏକ ଦନ୍ତାହାତୀ ସଦର ରେଞ୍ଜ ମହିଧର ପୁର ଗ୍ରାମ ନିକଟ ଜଙ୍ଗଲର ଏକ ପରିତ୍ୱକ୍ତ କୂଅରେ ପଡିଛି । ଗତକାଲି ବିଳମ୍ବିତ ରାତିରୁ କୂଅ ମଧ୍ୟରେ ପଡ଼ିଥିବାର ଜଣାଯାଇଛି । ବହୁ ବିଳମ୍ବ ପର ବନକର୍ମଚାରୀ ପହଞ୍ଚି…
Read More...

ନୀଳଗିରିକୁ ପଶିଲେ ୪୦ରୁ ଉର୍ଦ୍ଧ୍ବ ଝାଡଖଣ୍ଡୀ ହାତୀ

ବାଲେଶ୍ବର: ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଗୋପାଳପୁର ଜଙ୍ଗଲରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମଙ୍ଗଳବାର ଭୋର ସମୟରେ ୪୦ରୁ ଉର୍ଦ୍ଧ୍ବ ଝାରଖଣ୍ଡୀ ହାତୀ ଜଙ୍ଗଲ ଭିତରକୁ ପଶି ଆସିଥିବା ଜଣାପଡିଛି। ହାତୀଙ୍କ…
Read More...