Browsing Tag

current

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ ଜଣ କର୍ମଚାରୀ ଆହତ

ଝାରସୁଗୁଡା: ଖୁଣ୍ଟରେ ଚଢି କାମ କଲା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଫଳରେ କର୍ମଚାରୀମାନେ ତଳକୁ ଛିଟକି ପଡିଥିଲେ। ବ୍ରଜରାଜନଗର-ବେଲପାହାଡ ଲାଇନ୍…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ହାଇୱା ହେଲପର ମୃତ, ଡ୍ରାଇଭର ଗୁରୁତର

ଭଦ୍ରକ : ଭଦ୍ରକ ଜିଲା ନାୟକାଣିଡିହି ଥାନା ଅନ୍ତର୍ଗତ ହାବେଳି ସାହିରେ ବିଦ୍ୟତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହାଇୱା ହେଲପର ହୋଇଥିବା ବେଳେ ଡ୍ରାଇଭର ଆହତ…
Read More...

ବିଦ୍ୟୁତ ଆଘାତରେ ଜଣେ ମୃତ

ଜୟପୁର: ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସୁରେଶ ହରିଜନ (୪୬)। ଜୟପୁର ବ୍ଲକ ବାମନିଗାଁରେ ଏପରି ଅଘଟଣ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ପରିବାର ସଦସ୍ୟମାନେ ଶୋଇଥିବା ବେଳେ…
Read More...