Browsing Tag

covid

କୋଭିଡରେ ସୀତାରାମ ୟେଚୁରୀଙ୍କ ପୁଅଙ୍କ ପରଲୋକ

ନୂଆଦିଲ୍ଲୀ: ସିପିଆଇ(ଏମ)ର ବରିଷ୍ଠ ନେତା ସୀତାରାମ ୟେଚୁରୀଙ୍କ ବଡ ପୁଅ ଆଶିଷ ୟେଚୁରୀଙ୍କର କୋଭିଡରେ ପରଲୋକ ଘଟିଛି। ସେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ପୁଅର ମୃତ୍ୟୁ ସଂପର୍କରେ ଟ୍ୱିଟ୍‍ କରି…
Read More...

ଦେଶରେ ଦିନକରେ ୨.୯୫ ଲକ୍ଷ ନୂଆ ସଂକ୍ରମିତ, ୨୦୨୩ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୯୫ ଲକ୍ଷ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ମଧ୍ୟରୁ ୨୦୨୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଦେଶରେ କରୋନା ଜନିତ ମୋଟ…
Read More...

ଭାରତର ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛି ଆମେରିକା

ୱାଶିଂଟନ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣ ଜନିତ ପରିସ୍ଥିତି ଉପରେ ଆମେରିକା ପ୍ରଶାସନ ତୀକ୍ଷ୍‍ଣ ନଜର ରଖିଛି। ସଂପ୍ରତି ଭାରତ ନଯିବାକୁ ଆମେରିକାର ସେଣ୍ଟର୍ସ ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ…
Read More...

ବିଶ୍ୱରେ କରୋନାକୁ ନିୟନ୍ତ୍ରଣ କରିବାକୁ କିଛିମାସ ଲାଗିବ: ହୁ’ ମୁଖ୍ୟ

ଜେନେଭା: ସମୁଦାୟ ବିଶ୍ୱକୁ ଗ୍ରାସ କରିଥିବା କରୋନା ମହାମାରୀ ପ୍ରଭାବରେ ୯ ମାସରେ ଏକ ନିୟୁତ ଲୋକଙ୍କର ପ୍ରାଣହାନି ଘଟିଥିବାବେଳେ ପରବର୍ତ୍ତୀ ସମୟରେ ମାତ୍ର ୪ ମାସ ମଧ୍ୟରେ ୨ ନିୟୁତ ଏବଂ ୩ ମାସରେ ୩ ନିୟୁତ ଲୋକ ପ୍ରାଣ…
Read More...

ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ନୂଆ ସଂକ୍ରମିତ; ୧୭୬୧ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଏବେ ୩ ଲକ୍ଷ ମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୯ ହଜାର ୧୭୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ୨୪ ଘଣ୍ଟାରେ ୧୭୬୧ ଜଣ କରୋନା…
Read More...

କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅଧିକ ଅନିଶ୍ଚିତ ପରିସ୍ଥିତି ସୃଷ୍ଟିକରିବ: ନୀତି ଆୟୋଗ

ନୂଆଦିଲ୍ଲୀ: ଗତବର୍ଷ ଅପେକ୍ଷା ଚଳିତ ଥର କୋଭିଡର ଦ୍ରୁତ ସଂକ୍ରମଣ ଅତ୍ୟନ୍ତ ଜଟିଳ ରୂପ ଧାରଣ କରିଛି। ଏହା ଦେଶରେ ସବୁକ୍ଷେତ୍ରରେ ଅଧିକ ଅନିଶ୍ଚିତ ପରିସ୍ଥିତି ସୃଷ୍ଟି କରିବ ବୋଲି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର…
Read More...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ: କୋଭିଡ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ନେଲେ ନିଷ୍ପତ୍ତି

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କର ଭାରତ ଗସ୍ତ ବାତିଲ ହୋଇଛି। ଭାରତରେ କୋଭିଡ ସଂକ୍ରମଣ ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଜନସନ ତାଙ୍କର ଗସ୍ତ ବାତିଲ…
Read More...

ଦେଶରେ ସଂକ୍ରମଣ ୧୨ ଦିନରେ ଦୁଇଗୁଣକୁ ବୃଦ୍ଧି : ଦୈନିକ ସଂକ୍ରମଣ ହାର ୧୬.୭%

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ମାଡିଚାଲିଛି କରୋନା ସଂକ୍ରମଣ। ପରିସ୍ଥିତି କ୍ରମଶଃ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ମାତ୍ର ୧୨ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ହାର ୮%ରୁ ୧୮.୭%କୁ ବୃଦ୍ଧିପାଇଛି। ଚଳିତ ମାସ ୧୨…
Read More...

ବିହାରରେ ଜାରିହେଲା ରାତ୍ରିକାଳୀନ କର୍ଫ୍ୟୁ : ବନ୍ଦ ରହିବ ସ୍କୁଲ, କଲେଜ, ଧାର୍ମିକ ସ୍ଥଳ

ପାଟନା: କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାବେଳେ ତାହାକୁ ଦୃଷ୍ଟିରେ ରଖି ବିହାର ସରକାର ସମଗ୍ର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ସମୁଦାୟ ରାଜ୍ୟରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ…
Read More...

ରାଜ୍ୟର ୭ ସରକାରୀ ମେଡିକାଲ କଲେଜକୁ ୩୦ ଜିଲା ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶାରେ ଥିବା ୭ଟି ସରକାରୀ ମେଡିକାଲ କଲେଜକୁ ୩୦ ଜିଲାର ଦାୟିତ୍ୱ ବଣ୍ଟନ କରିଛନ୍ତି। ଏହି ମେଡିକାଲ କଲେଜରେ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯିବ। ଉକ୍ତ ଟିମଗୁଡିକ ସେମାନଙ୍କୁ ଦାୟିତ୍ୱ…
Read More...