Browsing Tag

buguda

ହାତୀ ଆକ୍ରମଣରେ ବୃଦ୍ଧ ଆହତ

ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ନୁଆଁପଲ୍ଲୀ ବିଟ ଅଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ଜଣେ ବୃଦ୍ଧ ଆହତ ହୋଇଥିବା ଜଣାଯାଇଛି । ନୂଆପଲ୍ଲୀ ଜଙ୍ଗଲ ମଧ୍ୟରେ ଥିବା ରାମପାଦ ମନ୍ଦିରରେ ରହୁଥିବା ବାବା ଚୈତନ୍ୟ…
Read More...

ବୋହୂକୁ ମରଣାନ୍ତକ ନିର୍ଯ୍ୟାତନା ଦେଇ ଶାଶୁ ଓ ଶ୍ବଶୁର ଥାନାରେ ଅଟକ

ବୁଗୁଡା : ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ପାଞ୍ଚାୟତର ଡାଙ୍ଗିସାହି ଗ୍ରାମରେ ଗତ ରାତିରେ ଜନୈକା ନବବଧୂଙ୍କୁ ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତରେ ଶାଶୁ ଓ ଶ୍ବଶୁର ମାଡ ମାରି, ହାତଗୋଡ଼ ବାନ୍ଧି ପଡିଶା ଘର ବାରି ପଟେ…
Read More...

ପୁଣି ୧୧ କେଭି ବିଦ୍ୟୁତ ହେଲା କାଳ; ତାର ଛିଣ୍ଡି ଜଳିଗଲା ଧାନ ଗଦା

ବୁଗୁଡ଼ା : ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ଧାନ ଗଦା । ଘଟଣା ଘଟିଛି ବୁଗୁଡ଼ା ବ୍ଲକ ତାକରଡ଼ା ପଞ୍ଚାୟତ ଅନ୍ତର୍ଗତ ମତଝରୀ ଗ୍ରାମରେ। ଗ୍ରାମର ତ୍ରିଲୋଚନ ସେନାପତି ଧାନ କାଟି ନିଜ ବିଲରେ ଗଦା କରିଥିବା ବେଳେ…
Read More...

ଆହତ କୃଷ୍ଣସାର ମୃଗକୁ ଉଦ୍ଧାର କଲା ବନ ବିଭାଗ

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ରାମଗଡ଼ ରାସ୍ତାରେ ରବିବାର ରାତିରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଆହତ ଅବସ୍ଥାରେ ଗୋଟିଏ ଅଣ୍ଡିରା କୃଷ୍ଣସାର ମୃଗକୁ ଉଦ୍ଧାର କରାଯାଇଛି। ମୃଗଟିର ବୟସ ୨ ବର୍ଷ ହେବ ବୋଲି…
Read More...

ଅଟୋ ସହ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ବୁଗୁଡ଼ା : ନୟାଗଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜେଇ ସହ ଧରା ପଡିଲେ ଦୁଇ ମାଫିଆ । ବାଲିପଦର ଫାଣ୍ଡି ପୁଲିସ ଗଞ୍ଜେଇ ଜବତ କରିବା ସହ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ…
Read More...

ତିନି ଚୋରା ବାଇକ ଜବତ, ଆସାମୀ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ନିମପଦର ଗ୍ରାମର ରିଙ୍କୁ ନାୟକକୁ ବାଇକ ଚୋରି ଅଭିଯୋଗରେ ସୋମବାର ଦିନ ବୁଗୁଡ଼ା ପୁଲିସ ଏସ୍ଆଇ କାର୍ତ୍ତିକ ନାୟକ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଏହାସହ ତିନୋଟି ବାଇକ ଜବତ…
Read More...

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

ବୁଗୁଡ଼ା: ସ୍ଥାନୀୟ ହିରୋ ହୋଣ୍ଡା ସୋରୁମ୍ ନିକଟରେ ରବିବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ଜନୈକ ଯୁବକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଆହତ ଯୁବକଜଣକ ବୁଗୁଡ଼ା ବାଲିପିଣ୍ଡି ସାହିର…
Read More...

ହାତୀପଲଙ୍କ ଉପଦ୍ରବ ଯୋଗୁଁ ଫସଲ ନଷ୍ଟ

ବୁଗୁଡ଼ା: ବୁଗୁଡ଼ା ବନାଞ୍ଚଳ ପଞ୍ଚଭୂତି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ କରସିଂ ନିକଟସ୍ଥ ବିଲ ମାଳରେ ଗତ ରାତିରେ ୧୭ ଟିକିଆ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଏକ ବିଦ୍ୟୁତ ଖୁଣ୍ଟକୁ ମଧ୍ୟ ଟାଳି ବଙ୍କା କରି…
Read More...