Browsing Tag

bhubaneswar news

ଶୋଇଥିବା ଅବସ୍ଥାରେ ମଶାରି ଭିତରେ ପଶିଲା ସାପ ; ରକ୍ଷା ପାଇଲେ ୨ ଶ୍ରମିକ

ଭୁବନେଶ୍ୱର : କଥାରେ ଅଛି ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଭୁବନେଶ୍ୱର ଉପକଣ୍ଠ ଉତ୍ତରାଛକ ନିକଟରେ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ଉତ୍ତରାଛକ ନିକଟସ୍ଥ ଶଙ୍କର ମୁଦୁଲିଙ୍କ ଫାର୍ମ ହାଉସରେ ଗତକାଲି କିଛି ନିର୍ମାଣ…
Read More...

ଅବକାରୀ ବିଭାଗ ଚଢାଉ; ଦେଶୀ ଓ ବିଦେଶୀ ମଦ ଜବତ, ୧ ଗିରଫ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ରୁଚିକା ମାର୍କେଟ ନିକଟରେ ଅବକାରୀ ବିଭାଗ ଚଢାଉ କରିଥିବା ମଙ୍ଗଳବାର ଜଣାପଡ଼ିଛି। ଚଢାଉ ସମୟରେ ଏକ ଅପନ୍ତରା ସ୍ଥାନରୁ ବ୍ୟାପକ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ସମ୍ପୃକ୍ତ…
Read More...

ଶ୍ରୀବିହାର ଅଂଚଳରେ ହେଉଥିବା ବିଲଡ଼ିଂ କାମକୁ ବନ୍ଦ କଲା ବିଏମସି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଶ୍ରୀବିହାର ଅଂଚଳରେ ହେଉଥିବା ଏକ ବିଲଡ଼ିଂ କାମକୁ ଶନିବାର ବିଏମସି ବନ୍ଦ କରିଥିବା ଜଣାପଡ଼ିଛି।ବାହାର ରାଜ୍ୟରୁ ଆସିଥିବା ଶ୍ରମିକମାନେ ଏହି ବିଲଡ଼ିଂ କାମ କରୁଥିବାରୁ ବନ୍ଦ କରାଯାଇଛି।…
Read More...

ବିପର୍ଯ୍ୟୟ ପରିଚାଳନାରେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଜରୁରୀ – ମୁଖ୍ୟମନ୍ତ୍ରୀ

https://youtu.be/cZBErYO9MSk ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ବ ଦେଇଛନ୍ତି। ଆଜି ଲୋକସେବା ଭବନରେ ଅନୁଷ୍ଠିତ…
Read More...

ମାନିଲେନି ସାମାଜିକ ଦୂରତା, ପିସିସି ସଭାପତିଙ୍କ ସମେତ ୭ ଜଣଙ୍କୁ ୫ ଶହ ଟଙ୍କା ଲେଖାଏଁ ଜରିମାନା

ଭୁବୁନେଶ୍ୱର : ଓଡ଼ିଶାରେ କରୋନା ପାଇଁ ଲକଡ଼ାଉନ ଓ ସଟଡ଼ାଉନ ନିୟମ ପାଳନ କରାଯାଉଥିବା ବେଳେ ଏହି ସଂକ୍ରମଣରୁ ରକ୍ଷା ପାଇବାକୁ ସଭିଁଙ୍କୁ ସାମାଜିକ ଦୂରତା ପାଳନ ସହ ମାସ୍ମ ପିନ୍ଧିବା ହାତ ଧୋଇବାକୁ କୁହାଯାଉଛି। କରୋନା…
Read More...

କରୋନା: ଗୀତ ଗାଇ ସଚେତନ କରାଇଲା କମିଶନରେଟ ପୁଲିସ

ଭୁବନେଶ୍ଵର: କରୋନା ଭୂତାଣୁ ସାରା ବିଶ୍ଵରେ ମହାମାରୀ ରୂପ ନେଇଛି। ଭାରତରେ ବି ପ୍ରତିଦିନ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ପରାଜିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ: ବିନ୍ଦୁ ସାଗରରେ ତିଳତର୍ପଣ

ଭୁବନେଶ୍ଵର: ଆଜି(ଏପ୍ରିଲ ୧୭) ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ। ଏହି ଅବସରରେ ଶୁକ୍ରବାର ସକାଳେ ଏକାମ୍ର କ୍ଷେତ୍ରର ବିନ୍ଦୁ ସାଗରଠାରେ ବିବୁ ବାବୁଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ…
Read More...

ରାଜଧାନୀ କରୋନା ହଟ୍‌ସ୍ପଟ, ହେ​‌ଲେ ସାମାଜିକ ଦୂରତ୍ଵ ଏଠି ଫେଲ୍‌

ଭୁବନେଶ୍ବର: କରୋନା ଭୂତାଣୁ ସାରା ବିଶ୍ବର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପ୍ରତିଦିନ ହଜାର ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଭାରତରେ ସ୍ଥିତି ମଧ୍ୟ ଗମ୍ଭୀର ରହିଛି। ଓଡ଼ିଶାରେ କରୋନା ଉପରେ କାବୁ…
Read More...

କରୋନା ସଂକ୍ରମଣ ରୋକିବା ପାଇଁ ଜନଗଣନା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ଜନଗଣନା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଜନଗଣନାର ପ୍ରାଥମିକ ତାଲିକା ପ୍ରସ୍ତୁତ…
Read More...

କରୋନା ସତର୍କତା; ଘରୋଇ ବସ ପାଇଁ ଗାଇଡ଼ଲାଇନ , ଓଭରଲୋଡ଼ିଂ ମନା

ଭୁବନେଶ୍ୱର : କରୋନା ନେଇ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଘରୋଇ ବସ ପାଇଁ ସୋମବାର ଗାଇଡ଼ଲାଇନ ଜାରି ହୋଇଛି। ବସରେ ଓଭରଲୋଡ଼ିଂ ନକରିବାକୁ କଡ଼ା ନିର୍ଦ୍ଦେଶ, ସିଟ ଠାରୁ ଅଧିକ ଲୋକଙ୍କୁ ବସରେ ନେବାକୁ ବାରଣ…
Read More...