ଅଗ୍ନିକାଣ୍ଡରେ ୧୮ ବଖରା ଜଳିଗଲା samajalive May 11, 2020 ତିହିଡି: ଭଦ୍ରକ ଜିଲା ତିହିଡି ବ୍ଲକ ଅନ୍ତର୍ଗତ ଗୁଆମାଳ ପଞ୍ଚାୟତର ନୂଆଶାସନ ଗାଁରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ୬ଟି ପରିବାରର ୧୮ ବଖରା ଘର ଜଳିଯାଇଛି। ରାତିରେ ଏହି ଅଗ୍ନିକାଣ୍ଡ… Read More...
ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ, ପୁଲିସ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଭାଇ samajalive May 5, 2020 ତିହିଡି: ଏକ ପିକ୍ଅପ ଭ୍ୟାନ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଭଦ୍ରକ ଜିଲା ତିହିଡି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଡ୍ରାଇଭରଙ୍କୁ ପୁଲିସ କର୍ମଚାରୀମାନେ ପିଟି ମାରିଦେଇଥିବା ତାଙ୍କ ବଡ଼ ଭାଇ ଥାନାରେ… Read More...
ଗ୍ୟାସ ଏଜେନ୍ସି କର୍ମଚାରୀଙ୍କୁ ମାରଣାସ୍ତ୍ରରେ ହାଣି ୧୦ ଲକ୍ଷ ୮୦ ହଜାର ଲୁଟ୍ samajalive May 4, 2020 ତିହିଡି: ଭଦ୍ରକ ଜିଲା ତିହିଡି ବ୍ଲକ ଅନ୍ତର୍ଗତ ଜିଝାରପୁର ରେଳ ଲାଇନ ନିକଟରୁ ଏକ ଗ୍ୟାସ ଏଜେନ୍ସିର ଜଣେ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ମରାଣାସ୍ତ୍ରରେ ହାଣି ୧୦ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ… Read More...
ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତ ସଂଖ୍ୟା ୯୦ samajalive Apr 24, 2020 ଭୁବନେଶ୍ଵର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ଘର ଭଦ୍ରକ ଜିଲାରେ। ଫଳରେ ଭଦ୍ରକରେ ସଂକ୍ରମିତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ଏହା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦… Read More...
୩ ଆକ୍ରାନ୍ତଙ୍କ କଲକାତା ଲିଙ୍କ: ବାସୁଦେବପୁରର ତିନି ପଞ୍ଚାୟତକୁ ସିଲ କଲା ପ୍ରଶାସନ samajalive Apr 22, 2020 ଭୁବନେଶ୍ଵର/ଭଦ୍ରକ: ଭଦ୍ରକ ଜିଲାର ବାସୁଦେବପୁର ବ୍ଲକରେ ବୁଧବାର ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ମିଳିଛି। ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ମିଳିଛି। ନିକଟରେ ଭଦ୍ରକରେ… Read More...
ଓଡ଼ିଶାରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୮୨ରେ ପହଞ୍ଚିଲା samajalive Apr 22, 2020 ଭୁବନେଶ୍ଵର: ଓଡ଼ିଶାରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୩ଜଣ ଭଦ୍ରକ ଅଂଚଳର ବୋଲି ଜଣାପଡ଼ିଛି । ହେଲେ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ସେ ବିଷୟରେ ଜଣାପଡ଼ି ନାହିଁ । ଏହାକୁ ମିଶାଇ ଭଦ୍ରକରେ କରୋନା… Read More...
୪୮ ଘଣ୍ଟା ଭୁବନେଶ୍ଵର ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ବନ୍ଦ, ଘର ବାହାରେ ବୁଲିଲେ ଉଠାଇନେବ ପୁଲିସ samajalive Apr 3, 2020 ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵର ଏବଂ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଅର୍ଥାତ୍ ଭୁବନେଶ୍ଵରକୁ ସମ୍ପୂର୍ଣ୍ଣ ସଟ୍ଡାଉନ କରାଯାଇଛି। ଏହି ନିୟମ ଶୁକ୍ରବାର ରାତି ୮ଟାରୁ… Read More...
ଖବରକାଗଜ ବିକ୍ରେତାଙ୍କୁ ପୁଲିସର ଲାଠିମାଡ଼ samajalive Mar 29, 2020 ଭଦ୍ରକ: ଲୋକଙ୍କ ନିକଟରେ ଖବରକାଗଜ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଅନୁରୋଧ କରିବା ସହିତ ଏଥିରେ ସହଯୋଗ କରିବାକୁ ବିଭିନ୍ନ ରାଜ୍ୟର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କିନ୍ତୁ… Read More...
ଦେଢ ମାସ ପରେ ନିଖୋଜ ଯୁବକଙ୍କ ମୃତଦେହ ମାଟିତଳୁ ଉଦ୍ଧାର, ହତ୍ୟା ସନ୍ଦେହ Samaja Digital (PM) Mar 12, 2020 ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ସାହାପୁର ଅଞ୍ଚଳରୁ ପ୍ରାୟ ଦେଢ ମାସ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ମାଟିତଳେ ପୋତା ଯାଇଥିବା ମୃତଦେହକୁ ପୁଲିସ ଉଦ୍ଧାର କରି… Read More...
ସଡ଼କ ଦୁର୍ଘଟଣାରେ ୧ ମୃତ , ୩ ଗୁରୁତର Samaja Digital (SM) Mar 4, 2020 ଭଦ୍ରକ : ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଛିଡ଼ା ହୋଇଥିବା କଣ୍ଟେନରକୁ ଏକ କାର ପଛପଟୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା… Read More...