nua o banner
Browsing Tag

banki

ମନରେଗା ଯୋଜନାରେ ବିଦ୍ୟାଳୟ ପରିସର ସଫେଇ,୧୧ ଶ୍ରମିକ ପାଇଲେ କାମ

ବାଙ୍କୀ :  ଦୀର୍ଘ ୬ମାସ ଧରି କରୋନା ପ୍ରଭାବରେ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି। ଶ୍ରମିକ ମାନେ ରୋଜଗାର ହରାଇଛନ୍ତି। ବେଡି ଉପରେ କୋରଡା ପରି ଅଗଷ୍ଟ ମାସର ଶେଷ ସପ୍ତାହରେ ମହାନଦୀରେ ବନ୍ୟା ପ୍ରଭାବରେ ବାଙ୍କୀ…
Read More...

ଓସ୍ତିଆ ଗ୍ରାମରେ ଗୋଖାଦ୍ୟ ବଣ୍ଟନ

ବାଙ୍କୀ: ବାଙ୍କୀ ବ୍ଲକର ଓସ୍ତିଆ ଗ୍ରାମପଞ୍ଚାୟତର ଓସ୍ତିଆ ଗ୍ରାମ ଏକ ବନ୍ୟା ପ୍ରବଣ ଅଞ୍ଚଳ। ମହାନଦୀରେ ବନ୍ୟାଜଳ କୂଳ ଲଙ୍ଘିଲେ ଏହି ଗାଁ ଜଳବନ୍ଦୀ ହୋଇଯାଏ। ଚଳିତ ବନ୍ୟାରେ ମଧ୍ୟ ବନ୍ୟାଜଳ ଗ୍ରାମବାସୀଙ୍କୁ ଜଳବନ୍ଦୀ…
Read More...

ଯୋରକୂଳ ଗ୍ରାମରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ

ବାଙ୍କୀ: ଡମପଡା ବ୍ଲକ ଅଧିନ ହରିରାଜପୁର ପଞ୍ଚାୟତ ଅନ୍ତର୍ଗତ ଯୋରକୂଳ ଗ୍ରାମରେ ଦୀର୍ଘ ୭ ଦିନ ଧରି ଲୋକମାନେ ଜଳ ବନ୍ଦୀ ଅଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସରପଞ୍ଚ ଦେବସ୍ମିତା ସେଠୀଙ୍କ ପ୍ରତ୍ୟକ୍ଷ…
Read More...

କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଜିଲ୍ଲାପାଳଙ୍କ ବାଙ୍କୀ ବନ୍ୟାଞ୍ଚଳ ପରିଦର୍ଶନ

ବାଙ୍କୀ: କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ବୁଧବାର ବାଙ୍କୀ ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ବନ୍ୟାଞ୍ଚଳକୁ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣଙ୍କଠାରୁ ବିଭିନ୍ନ ସମସ୍ୟା ଶୁଣି…
Read More...

ସମାଜ ପ୍ରଭାବ: ଜଳବନ୍ଦୀ ଗ୍ରାମ କଇଁମୁଣ୍ଡିରେ ପହଞ୍ଚିଲା ପାୱାର ବୋଟ ସେବା

ବାଙ୍କୀ: ଚଳିତ ମହାନଦୀରେ ବନ୍ୟା ପ୍ରଭାବରେ ଡମପଡା ବ୍ଲକ ପାଥପୁର ପଞ୍ଚାୟତ ଅଧିନ କଇଁମୁଣ୍ଡି ଗ୍ରାମବାସୀ ଜଳବନ୍ଦୀ ଥିଲେ। ଗ୍ରାମର ଉତ୍ତର ପଟରେ ମହାନଦୀର ପ୍ରଖର ସ୍ରୋତ ଓ ଦକ୍ଷିଣରେ ୮ଫୁଟର ଜଳ ଘେରି। ବିପଦପୂର୍ଣ୍ଣ…
Read More...

ବାଙ୍କୀ ଗୟଳବାଙ୍କରେ ଘାଇ : ଅନେକ ସ୍ଥାନ ଜଳମଗ୍ନ

ଭୁବନେଶ୍ୱର/ କଟକ : ମହାନଦୀ ଅବବାହିକା ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାସହ ଉପକୂଳ ଜିଲାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ହୀରାକୁଦର ୪୬ଟି ଗେଟ ଖୋଲା ରହିଛି। ଏହାକୁ ଦୃଷ୍ଟିରେ…
Read More...

ଦେବକୀଙ୍କୁ ମିଳୁ ନାହିଁ ବିଧବା ଭତ୍ତା, ସରକାରୀ ଆବାସ ଯୋଜନା ଅପହଞ୍ଚ

ବାଙ୍କୀ: ବାଙ୍କୀ ବ୍ଲକ ସୁବର୍ଣ୍ଣପୁର(ସାନ୍ତରାପୁର) ପଞ୍ଚାୟତ ଅଧିନ ଘୋଡାବର ଗ୍ରାମର ୩୦ ବର୍ଷିୟା ବିଧବା ଦେବକୀ ଦଳାଇ। ଦୀର୍ଘ ୮ମାସ ତଳେ ରୋଗରେ ସ୍ୱାମୀ ଦିଲ୍ଲିପ ଦଳାଇଙ୍କର ମୃତ୍ୟୁ ହେଲା ପରେ ପରିବାର ପାଇଁ ବୋଜ…
Read More...

ବାଙ୍କୀରେ ଲଘୁଚାପ ବର୍ଷା, ଚାଷୀ ମନରେ ଖୁସି ଭରିଛି

ବାଙ୍କୀ: ମଙ୍ଗଳବାର ଲଘୁଚାପ ବର୍ଷା ପ୍ରଭାବରେ ବାଙ୍କୀ କୃଷି ବିଭାଗର ସୂଚନାକ୍ରମରେ ୧୩୫ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି ଅଳ୍ପ ବୃଷ୍ଟି ଓ ପ୍ରଚଣ୍ଡ ଖରାରେ ବାଙ୍କୀ କୃଷି ଜିଲ୍ଲାରେ…
Read More...

ଆଇସ୍‌କ୍ରିମ ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଟାଙ୍କି ଫାଟି ପୁଅ ମୃତ, ବାପା ଗୁରୁତର

ବାଙ୍କୀ/କଳାପଥର: ବାଙ୍କୀ ଚର୍ଚ୍ଚିକାସାହିସ୍ଥିତ ଏକ ଆଇସ୍‌କ୍ରିମ ପ୍ୟାକ୍ଟ୍ରିରେ ଶନିବାର ଦୁର୍ଘଟଣା ଘଟିଛି। ଗ୍ୟାସ ଟାଙ୍କି ଫାଟିଯିବାରୁ ସ୍ମୃତିରଞ୍ଜନ ସୁବୁଦ୍ଧି(୨୫) ନାମକ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ…
Read More...

ଅଘୋଷିତ ବିଦ୍ୟୁତକାଟ ଯୋଗୁ ଉପୁଜୁଛି ସମସ୍ୟା

କଳାପଥର(ବାଙ୍କୀ):ବାଙ୍କୀ ଉପଖଣ୍ଡରେ ଗତ ତିନି ମାସ ହେଲା ଅଘୋଷିତ ଭାବରେ ବିଦ୍ୟୁତ କାଟ କରାଯାଉଛି। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ବିଦ୍ୟୁତ କାଟ କରିବାପାଇଁ କୌଣସି ଘୋଷଣା ହୋଇନଥିବା ବେଳେ ଏଠାରେ ଥିବା ଫିଡକୋ…
Read More...