www.samajalive.in
Tuesday, December 9, 2025
17.1 C
Bhubaneswar

ଖରାଦିନର ସୁଆଦିଆ ସରବତ

ଆବଶ୍ୟକ ସାମଗ୍ରୀ
ଖୀର – ୧ ଲିଟର
କଷ୍ଟଡ଼ ପାଉଡ଼ର – ୨ ଚାମଚ
ଚିନି – ୨କପରୁ ସାମାନ୍ୟ କମ
ପିସ୍ତା ବାଦାମ – ୭ ରୁ ୮ଟି
କାଜୁ ବାଦାମ – ୪ ରୁ ୫ଟି
ଗୁଜୁରାତି ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଖୀରକୁ ଭଲ ଭାବେ ଫୁଟାଇ ଦିଅନ୍ତୁ। ଫୁଟିବା ସମୟରେ କଷ୍ଟଡ଼ ପାଉଡ଼ରେ ସାମାନ୍ୟ ପାଣି ମିଶାଇ ଏହାକୁ ଗୋଳାଇ ଫୁଟୁଥିବା କ୍ଷୀରରେ ମିଶାଇ ଦିଅନ୍ତୁ। ଏବେ କାଜୁ , ପିସ୍ତାକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହି ପେଷ୍ଟକୁ ପୁଣି ଫୁଟୁଥିବା କ୍ଷୀରରେ ମିଶାନ୍ତୁ। ଏବେ ଏଥିରେ ଗୁଜୁରାତି ଗୁଣ୍ଡ, ଚିନି ପକାଇ କଟା ହୋଇଥିବା ପିସ୍ତାବାଦାମକୁ ପକାଇ ପୁଣି କିଛି ସମୟ ଫୁଟାନ୍ତୁ। ଏହାପରେ ଏହାକୁ ଗ୍ୟାସରୁ ଓହ୍ଲାଇ କିଛି ସମୟ ବାହାରେ ଥଣ୍ଡା କରି ଏହାକୁ ଫ୍ରିଜରେ ରଖି ଦିଅନ୍ତୁ। ୪୦ ରୁ ୪୫ ମିନିଟ ଫ୍ରିଜରେ ରଖିବା ପରେ ଏହାକୁ କାଚ ପାତ୍ରକୁ କାଢି ପିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ସରବତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories